Below header
Browsing Tag

kitchen

ମଇଳା ହୋଇଛି କି ଆପଣଙ୍କ ରୋଷେଇ ଘର ? ସଫା କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଆପଣମାନେ ତ ଜାଣିଥିବେ ଯେ ଆମ ଘର ମଧ୍ୟରେ ରୋଷେଇ ଘର କେତେ ଜରୁରୀ ହୋଇଥାଏ । ଆମେ ଘରକୁ ସଫା ରଖିବା ସହ ରୋଷେଇ ଘର ମଧ୍ୟ ଭଲ ଭାବେ ସଫା ରଖିଥାଉ । କାହିଁକି ନା ସଫାସୁତୁରା ସ୍ଥାନରେ ରହିବା ପାଇଁ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ କେବେକେବେ ଆମ ରୋଷେଇ ଘର ଏତେ ଅଧିକ ମଇଳା ହୋଇଥାଏ ଯେ ତାକୁ…

ଜାଣନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘର କେଉଁ ଦିଗରେ ହେବା ଉଚିତ

ବାସ୍ତୁ ଶାସ୍ତ୍ରର ପରମ୍ପରା ବହୁତ ବର୍ଷ ପୁରୁଣା । ପ୍ରାଚୀନ ସମୟରେ ଯେତେବେଳେ ରାଜଭବନ କିମ୍ବା ଘର ନିର୍ମାଣ କରାଯାଉଥିଲା, ସେତେବେଳେ ପ୍ରଥମେ ବାସ୍ତୁ ନିୟମ ଗୁଡିକୁ ଭଲ ଭାବେ ଧ୍ୟାନ ଦିଆଯାଉଥିଲା । ତେବେ ବର୍ତ୍ତମାନ ମଧ୍ୟ ଲୋକମାନେ ବାସ୍ତୁ ଅନୁସାରେ ନିଜ ଘର ନିର୍ମାଣ କରୁଛନ୍ତି । କିନ୍ତୁ…

ଶନି ଦୋଷର କାରଣ ହୋଇପାରେ ରୋଷେଇ ଓ ଷ୍ଟୋର ରୁମରେ ଥିବା ଏହି ଜିନିଷ,ତୁରନ୍ତ ହଟାଇ ଦିଅନ୍ତୁ

ଅଥିକାଂଶ ସମୟରେ ଆମେ ଘରେ ଏମିତି କିଛି ଜିନିଷ ରଖିଥାଉ ଯାହାର ବ୍ୟବହାର କେବେ କେମିତି ହୋଇଥାଏ । ଏହି ଜିନିଷ ସବୁ ଦୀର୍ଘ ସମୟ ଧରି ଘରେ ଏମିତି ପଡ଼ି ରହିଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଏହି ଜିନିଷ ଏମିତି ପଡି ରହିବା ଯୋଗୁ ଶନି ଦୋଷର କାରଣ ହୋଇଥାଏ । ଫଳରେ ଜୀବନରେ…

ପୁଦିନା କେବଳ ଖାଦ୍ୟ ପାଇଁ ନୁହେଁ ବରଂ ରୋଷେଇ ଘରୁ ପୋକ ଦୂର କରିବାରେ ସାହାଯ୍ୟ କରେ, ଏମିିତି ପ୍ରସ୍ତୁତ କରନ୍ତୁ…

ଗ୍ରୀଷ୍ମ ଋତୁରେ ପୁଦିନା ଖାଇବା ଦ୍ୱାରା ଶରୀରକୁ ଥଣ୍ଡା ରଖିବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ। ପୁଦିନା ସବୁ ଋତୁରେ ବଜାରରେ ଉପଲବ୍ଧ ହୋଇଥାଏ । ଏହାକୁ ଆମେ ବିଭିନ୍ନ ଉପାୟରେ ଖାଇଥାଉ। ପୁଦିନାକୁ ଆମେ କେବଳ ଖାଇନଥାଉ ଏହା ଆମେ ରୋଷେଇ ଘରର ସଫାସୁତୁରା ରଖିବାରେ ସାହାଯ୍ୟ କରିଥାଏ।…

ରୋଷେଇ ଘର କାମକୁ ଆହୁରି ସହଜ କରି ଦେବ ଏହି ଟିପ୍ସ ଆଣ୍ଡ ଟ୍ରିକ୍ସ, ଖାଦ୍ୟ ଜିନିଷ ବି ହେବ ନାହିଁ ନଷ୍ଟ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସମୟ ଖୋଜିବା ଅତ୍ୟନ୍ତ କଷ୍ଟକର ଏବଂ ଜଲ୍‌ଦି ଜଲ୍‌ଦିରେ ବେଳେବେଳେ ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ ହୋଇପାରି ନ ଥାଏ। ତେଣୁ ଯଦି ଆପଣ କିଛି ରୋଷେଇ ଘରର ଟିପ୍ସ ବିଷୟରେ ଜାଣିଛନ୍ତି, ତା’ହେଲେ ଏହି ସମସ୍ୟାର ସମାଧାନ ବହୁତ ସହଜରେ କରି…

ବାସ୍ତୁ ଟିପ୍ସ: ଆପଣଙ୍କ ରୋଷେଇ ଘରେ ଭଙ୍ଗା କି ଫଟା ବାସନ ଥିଲେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ, ନଚେତ୍‌ ବିଗିଡ଼ି…

କିଛି ଲୋକ ଏମିତି ଅଛନ୍ତି, ଯେଉଁମାନଙ୍କୁ ଦୁଇ ବେଳା ଦୁଇ ମୁଠା ଖାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ସେପଟେ କିଛି ଲୋକଙ୍କ ଭାଗ୍ୟରେ ରାଜଯୋଗ ରହିଥାଏ, ଯାହାଫଳରେ କି, ବିନା କଠିନ ପରିଶ୍ରମରେ ସେମାନେ ସୁଖମୟ ଜୀବନ ଅତିବାହିତ କରିଥାଆନ୍ତି। ଯଦିଓ ସମସ୍ତଙ୍କ ଜୀବନରେ ଉତ୍‌ଥାନ ପତ୍ତନ…

ରୋଷେଇ ଘରେ ଏହି ଛୋଟ ଭୁଲ୍ କରିବା ଦ୍ବାରା ଚାଲିଯାଏ ସୁଖ-ଶାନ୍ତି, ଜାଣନ୍ତୁ କ’ଣ?

ଜ୍ଯୋତିଷ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ପରିବାରର ସମସ୍ତ ସୁଖ-ଶାନ୍ତି ଏବଂ ସମୃଦ୍ଧିର ସବୁଠାରୁ ବଡ ସ୍ରୋତ ହେଉଛି ଘରର ରୋଷେଇ। ଏହିକାରଣରୁ କୁହାଯାଇଥାଏ ଘରେ ରୋଷେଇ ଘର ଅଲଗା ହେବା ଉଚିତ ଏବଂ ଏହା ସମ୍ପୂଣର୍ଣ ରୂପେ ସଫା-ସୁତୁରା ରହିବା ଉଚିତ। କାରଣ ରୋଷେଇ ଘର ପରିବାର ସଦସ୍ଯଙ୍କ…

କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

ଆଳୁ ଏମିତି ଏକ ପରିବା, ଯାହା ଆମର ଅନେକ କାମରେ ଆସିଥାଏ। ବିଭିନ୍ନ ଉପାୟରେ ଆଳୁର ଉପଯୋଗ କରାଯାଇଥାଏ। ତ୍ୱଚା ସମସ୍ୟା ହେଉ କି କେଶ ସମସ୍ୟା, ଏ ସବୁକୁ ଦୂର କରିବାରେ ସାହାଯ୍ୟ କରିଥାଏ ଆଳୁ। କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁକୁ ବି ଆମେ ଘର ସଫା କରିବାରେ ବ୍ୟବହାର କରିପାରିବା। ଆସନ୍ତୁ…

ମନେ ରଖନ୍ତୁ ଏହି ୧୦ଟି କୁକିଙ୍ଗ୍‌ ଟିପ୍ସ

ଖାଦ୍ୟ ପ୍ରସ୍ତୁତ କରିବାର ସଉକ ସାଧାରଣତଃ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ। ଆଉ ଏଥିରେ ସେମାନଙ୍କୁ ବହୁତ ଆନନ୍ଦ ଅନୁଭବ ହୁଏ। ଯେଉଁ ସ୍ୱାଦ ମାଁଙ୍କ ହାତରନ୍ଧାରେ ଥାଏ, ତାହା ଆଉ କୌଣସିଥିରେ ନ ଥାଏ। ଆମେ ବର୍ତ୍ତମାନର ଚଳଚଞ୍ଚଳ ଜୀବନଶୈଳୀରେ ଅନେକବାର ଖାଦ୍ୟ ପ୍ରସ୍ତୁତ କରିବାର ମୂଳ ଟିପ୍ସ…

ରୋଷେଇ ଘରେ ବିତାଉଛନ୍ତି କି ଅଧିକା ସମୟ, ତେବେ ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ମହିଳାମାନେ ପ୍ରତ୍ୟେକ ଦିନ ଘରେ ରୋଷେଇ କରିଥାନ୍ତି। ଏଥପାଇଁ ମଧ୍ୟ ସେମାନଙ୍କୁ ଅଧିକା ସମୟ ରୋଷେଇ ଘରେ ବିତେଇବାକୁ ପଡ଼ିଥାଏ। କିନ୍ତୁ ବେଶୀ ସମୟ ରୋଷେଇ ଘରେ ରହିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣ ମଧ୍ୟ ରୋଷେଇ ଘରେ ଅଧିକା ସମୟ ଦେଉଥାନ୍ତି ତେବେ ସମୟ ଅଛି…

ରୋଷେଇ ଘରେ ବାରମ୍ବାର ହେଉଛି ଅସରପା ତେବେ ରହିଥାଇ ପାରେ କିଛି ବାସ୍ତୁଦୋଷ

ରୋଷେଇ ଘରକୁ ସଫା ସୁତୁରା ରଖିବା ପରେ ମଧ୍ୟ ସେଠାରେ ଅସରପା ହେବାର ଦେଖାଯାଇଥାଏ। ତେବେ ବାରମ୍ବାର ସଫା ସୁତୁରା ପରେ ମଧ୍ୟ ଯଦି ଆପଣଙ୍କ ରୋଷେଇ ଘରେ ଅସରପା ଏବଂ ଅନ୍ୟ କୀଟ ନଜର ଆସୁଛି ତେବେ ଏହାପଛରେ ନିଶ୍ଚିତ କିଛି ବାସ୍ତୁଦୋଷ ରହିଥାଇପାରେ। ତେବେ ଆଜି ଆମେ ରୋଷେଇ ଘର ସମ୍ବନ୍ଧୀୟ କିଛି…