୨ ରୁ ୧୮ ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ, ଏକ୍ସପର୍ଟ ପ୍ୟାନେଲ କଲା ସୁପାରିଶ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ବିରୋଧ ଲଢ଼େଇରେ ଏବେ ପିଲାଙ୍କ ପାଇଁ ଖୁସି ଖବର ଆସିପାରେ। ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ ଦେଇଛି ଏକ ଏକ୍ସପର୍ଟ ପ୍ୟାନେଲ । ଦ୍ୱିତୀୟ ଓ ତୃତୀୟ ଫେଜ୍‌ କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ । ଏହି ଟ୍ରାଏଲ ଦିଲ୍ଲୀ ଏବଂ ପାଟନାର ଏମ୍ସ ଏବଂ ନାଗପୁର ସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟ ସମତେ ବିଭିନ୍ନ ସ୍ଥାନରେ କରାଯିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱର ଅନ୍ଧାରୁଆରେ ଭାରତ ବାୟୋଟେକ୍‌ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.