ଦୋହଲିଲା ଦିଲ୍ଲୀ, ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଝଟକା

ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୨.୫୦ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୨.୫୦ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଫଗାନିସ୍ତାନ ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି ।

ପାକିସ୍ତାନ ଓ ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ତେବେ ଭୂକମ୍ପର କ୍ଷୟକ୍ଷତି ବିଷୟରେ କିଛି ଖବର ଆସିନାହିଁ । ଭାରତର ଦିଲ୍ଲୀ, ଗାଜିଆବାଦ, ନୋଏଡା ସମେତ କିଛି ସହରେ ଝଟକା ଅନୁଭୂତ ହୋଇଛି । ଝଟକା ଅନୁଭୂତ ହେବା ପରେ ଲୋକେ ଘର ଏବଂ ଅଫିସ ବାହାରକୁ ଚାଲିଆସିଥିଲେ । ଦେଶରେ ଅତି କମରେ ୪ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.