Below header

କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, IDBI ବ୍ୟାଙ୍କ ପାଇଁ ୯ହଜାର କୋଟି ଟଙ୍କାର ପ୍ୟାକେଜ

କେନ୍ୟୁଜ୍: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । IDBI ବ୍ୟାଙ୍କ ପାଇଁ ୯ହଜାର କୋଟି ଟଙ୍କାର ବେଲ୍‌ଆଉଟ୍‌ ପ୍ୟାକେଜ ମଞ୍ଜୁର ହୋଇଛି । ଏଥିପାଇଁ LIC ୪ ହଜାର ୭୪୩ କୋଟି ଓ ସରକାର ୪ ହଜାର ୫୫୩ କୋଟି ଟଙ୍କା ଦେବେ । ଏ ନେଇ ସୂଚନା ଓ ପ୍ରଶାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । ସେହିପରି ଇଥାନଲ ଦର ନିର୍ଦ୍ଧାରଣ ନୀତିକୁ ଅର୍ଥନୈତିକ ବ୍ୟାପର ସଂପର୍କୀତ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି । ଆସନ୍ତା ଡିସେମ୍ବରରୁ ନୂଆ ଦର ଲାଗୁ ହେବ । ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ନୂଆ ଦର ଲାଗୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.