Browsing Tag

IDBI Bank

IDBI ବ୍ୟାଙ୍କରେ ୬୦୦ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆଇଡିବିଆଇ ବ୍ୟାଙ୍କରେ ଆପଣଙ୍କ ପାଇଁ ସୁଯୋଗ ଆଣିଦେଇଛି । ଏଠାରେ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ୬୦୦ ପଦବୀ ଖାଲିପଡିଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।…

ସେପ୍ଟେମ୍ବରରୁ ଦେଶରେ ଲାଗୁ ହେବ ନୂଆ ନିୟମ, ନମାନିଲେ ଅସୁବିଧାରେ ପଡିବେ

ବଦଳୁଛି ନିୟମ । ଆଜି ଅଗଷ୍ଟ ମାସ ଶେଷ ହେଉଥିବାବେଳେ ଆସନ୍ତା କାଲି ଠୁ ଲାଗୁ ହେବ ନୂଆ ନିୟମ । ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହ ସାଧାରଣଙ୍କ ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପଡିବ । ସେପ୍ଟେମ୍ବର ମାସ ଆରମ୍ଭରେ ଅନେକ ନିୟମ ବଦଳିଯିବ । ସବୁଥର ଭଳି ଆସନ୍ତା ମାସରେ ମଧ୍ୟ କିଛିଟା…

IDBI ବ୍ୟାଙ୍କରେ ୧୩୬ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ  IDBI ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ idbibank.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏହି ନୋଟିଫିକେସନ ମୁତାବକ, ବ୍ୟାଙ୍କରେ ୧୩୬ ପଦବୀରେ ଭର୍ତ୍ତି ହେବ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।…

IDBI ବ୍ୟାଙ୍କରେ ୧୦୦୦ରୁ ଅଧିକ ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ପାଇଁ ଆଶାୟୀ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବ୍ୟାଙ୍କରେ ଚାଲିଛି ବମ୍ପର ଭତ୍ତି । ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନ କରିଥିବା ଜରୁରୀ । ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ…

IDBI ବ୍ୟାଙ୍କରେ SO ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ବମ୍ପର ନିଯୁକ୍ତି, ଆଜି ଆବେଦନ କରିବାର ଶେଷ ତାରିଖ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଭର୍ତ୍ତି ପାଇଁ ଜାରି ହୋଇଛି ନୋଟିଫିକେସନ । ବ୍ୟାଙ୍କରେ so ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ଭର୍ତ୍ତି ଆବେଦନ ପ୍ରକ୍ରିୟା ୧୨ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀ ଆବେଦନ…

IDBI ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀରେ ବମ୍ପର ନିଯୁକ୍ତି, ମାସକୁ ଦରମା ୮୦ ହଜାର ଟଙ୍କା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅଧୀନରେ ୨୨୬ ପୋଷ୍ଟ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇଡିବିଆଇର ଅଫିସିଆଲ ୱେବସାଇଟ idbibank.in…

IDBI Bank ରେ ୧୫୦୦ ପଦବୀ ଖାଲି, ଗ୍ରାଜୁଏସନ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଆଇଡିବିଆଇ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏହି ବ୍ୟାଙ୍କରେ ଏଗଜିକ୍ୟୁଟିଭ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ୧୫୦୦ରୁ ଅଧିକ ପଦବୀ ଖାଲିପଡିଛି। ଏହାର ନୋଟିଫିକେସନ ବ୍ୟାଙ୍କ ନିଜର ଅଫିସିଆଲ େଓ୍ଵବସାଇଟ୍‌idbibank.in ରେ ଜାରି କରିଛି। ଆବେଦନ ପ୍ରକ୍ରିୟା ୩ ଜୁନ୍‌ ୨୦୨୨ରୁ…

କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, IDBI ବ୍ୟାଙ୍କ ପାଇଁ ୯ହଜାର କୋଟି ଟଙ୍କାର ପ୍ୟାକେଜ

କେନ୍ୟୁଜ୍: କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । IDBI ବ୍ୟାଙ୍କ ପାଇଁ ୯ହଜାର କୋଟି ଟଙ୍କାର ବେଲ୍‌ଆଉଟ୍‌ ପ୍ୟାକେଜ ମଞ୍ଜୁର ହୋଇଛି । ଏଥିପାଇଁ LIC ୪ ହଜାର ୭୪୩ କୋଟି ଓ ସରକାର ୪ ହଜାର ୫୫୩ କୋଟି ଟଙ୍କା ଦେବେ । ଏ ନେଇ ସୂଚନା ଓ ପ୍ରଶାରଣ ମନ୍ତ୍ରୀ ପ୍ରକାଶ…

ଆଜିଠୁ IDBI ବ୍ୟାଙ୍କରୁ ଋଣ ନେବା ହେଲା ଶସ୍ତା

କେନ୍ୟୁଜ୍ : ଏଲ୍ଆଇସିର ନିଜସ୍ବ ଆଇଡିବିଆଇ ବ୍ୟାଙ୍କ ଗୁରୁବାର ଦିନ କହିଛି କି ସେ ତାର ଋଣ ଉପରେ ହେଉଥିବା ସୁଧହାରକୁ ପାଞ୍ଚ ପ୍ରତିଶତ କମ୍ କରିଛି। ବ୍ୟାଙ୍କ କହିଛି କି ଏହି ସୁଧହାର ଖାସ୍ କରି ଲୋନ୍ ନେବା ଉପରେ କରାଯାଇଛି। ବ୍ୟାଙ୍କର ନୂଆ ସୁଧହାର ଶୁକ୍ରବାର ଅର୍ଥାତ୍ ୧୨ ଏପ୍ରିଲ୍ ଠାରୁ…