ସାକାର ହେଲା ସିକ୍କିମବାସୀଙ୍କ ସ୍ୱପ୍ନ, ରାଜ୍ୟର ପ୍ରଥମ ବିମାନ ବନ୍ଦର ଉଦଘାଟିତ

ସିକ୍କିମ(କେନ୍ଯୁଜ୍) : ପୂରଣ ହେଲା ସିକ୍କିମବାସୀଙ୍କ ସ୍ୱପ୍ନ । ରାଜ୍ୟର ପ୍ରଥମ ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୦୯ ମସିହାରେ ବିମାନ ବନ୍ଦରର ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲା । ଏହାର ୯ ବର୍ଷ ପରେ ସିକ୍କିମବାସୀ ସ୍ୱପ୍ନ ସାକାର ହୋଇଛି । ଗ୍ୟାଙ୍ଗଟକରୁ ୩୩ କିଲୋମିଟର ଦୂର ବିମାନ ବନ୍ଦରରେ ୨୦୧ ଏକର ଜଗାରେ ନିର୍ମିତ ହୋଇଛି । ସମୁଦ୍ର ପତନ ଠାରୁ ୪ ହଜାର ୫୦୦ କିଲୋମିଟର ଉଚ୍ଚରେ ଥିବା ଏୟାରପୋର୍ଟ ପାକାୟୋଗ ଗାଁ ନିକଟରେ ନିର୍ମିତ ହୋଇଛି । ଏଠାରେ ଭାରତୀୟ ବାୟୁ ସେନାର ବିମାନ ଅବତରଣ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.