ଇଣ୍ଡିଆ ଟୁଡେ ସି-ଭୋଟର ମୁଡ ଅଫ ନେସନ : ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗରେ INDIA ମେଣ୍ଟର ଦବଦବା ରହିବ

କଣ ହେବ ୨୦୨୪ ନିର୍ବାଚନର ଫଳାଫଳ? ବିଜେପିକୁ ଅଟକାଇ ପାରିବ କି INDIA ମେଂଟ ? ଇଣ୍ଡିଆ ଟୁଡେ ସି-ଭୋଟର ମୁଡ ଅଫ ନେସନ କହୁଛି ପୁଣି ବିଜୟୀ ହେବ ବିଜେପି ନେତୃତ୍ବାଧୀନ ଏନଡିଏ। ଏନଡିଏକୁ ୩୦୬ ସିଟ ମିଳିବ। ବିରୋଧୀଙ୍କ INDIA ମେଣ୍ଟ ୧୯୩ ସିଟରେ ସଂତୁଷ୍ଟ ରହିବ। ଅନ୍ୟାନ୍ୟଙ୍କୁ ୪୪ ସିଟ ମିଳିବ।

ନୂଆଦିଲ୍ଲୀ :  କଣ ହେବ ୨୦୨୪ ନିର୍ବାଚନର ଫଳାଫଳ? ବିଜେପିକୁ ଅଟକାଇ ପାରିବ କି INDIA ମେଂଟ ? ଇଣ୍ଡିଆ ଟୁଡେ ସି-ଭୋଟର ମୁଡ ଅଫ ନେସନ କହୁଛି ପୁଣି ବିଜୟୀ ହେବ ବିଜେପି ନେତୃତ୍ବାଧୀନ ଏନଡିଏ। ଏନଡିଏକୁ ୩୦୬ ସିଟ ମିଳିବ। ବିରୋଧୀଙ୍କ INDIA ମେଣ୍ଟ ୧୯୩ ସିଟରେ ସଂତୁଷ୍ଟ ରହିବ। ଅନ୍ୟାନ୍ୟଙ୍କୁ ୪୪ ସିଟ ମିଳିବ।

ସେହିଭଳି ଏନଡିଏକୁ ୪୩ ପ୍ରତିଶତ, ଇଣ୍ଡିଆକୁ ୪୧ ପ୍ରିଶତ ଓ ଅନ୍ୟାନ୍ୟ ୧୬ ପ୍ରତିଶତ ଭୋଟ ପାଇବେ। ତେବେ ଦଳ ହିସାବରେ ବିଜେପିକୁ ୨୮୭ ସିଟ ମିଳିବ। କଂଗ୍ରେସକୁ ୭୪ ସିଟ୍ ଓ ଅନ୍ୟାନ୍ୟ ୧୮୬ ସିଟ ପାଇବେ। ସର୍ଭେରୁ ଜଣାପଡ଼ିଛି ଯେ ୫୪ ପ୍ରତିଶତଂକ ମତ ଇଣ୍ଡିଆ ମେଣ୍ଟ ବିଜେପିକୁ ପରାସ୍ତ କରି ପାରିବ ନାହିଁ। ୩୩ ପ୍ରତିଶତ ମତ ଦେଇଛନ୍ତି ଏନଡିକୁ ହରାଇ ପାରିବ ଇଣ୍ଡିଆ ।

ଅନ୍ୟପଟେ ରାଜ୍ୟୱାରୀ ଦେଖିଲେ ମହାରାଷ୍ଟ୍ରରେ ଇଣ୍ଡିଆ ପଲ୍ଲା ଭାରି ରହିବ। ଏଠି ଇଣ୍ଡିଆକୁ ୨୮ ସିଟ ମିଳିବ। ଏନଡିଏ ପାଇବ ୨୦ ସିଟ୍। ଇଣ୍ଡିଆକୁ ୪୫ ପ୍ରତିଶତ ଭୋଟ ଏନଡିଏକୁ ୪୦ ପ୍ରତିଶତ ଏବଂ ଅନ୍ୟାନ୍ୟ ପାଇବେ ୧୫ ପ୍ରତିଶତ ଭୋଟ। ସେହିଭଳି ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟ ବିରୋଧୀଂକ ଦବଦବା ରହିବ। ପଶ୍ଚିମବଂଗରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.