Below header

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେଲେ ଜଗଦୀପ ଧନକର

ଜଗଦୀପ ଧନକର NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି | ଉପରାଷ୍ଟ୍ରପତି ପଦବୀ ପାଇଁ ଆଜି ଏନଡ଼ିଏ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି | ବିଜେପି ସଂସଦୀୟ ବୋର୍ଡ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି | କହିରଖିବା ଉଚିତ ହେବକି ଶ୍ରୀ ଧନକର ବର୍ତ୍ତମାନ ସମୟରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟରତ ଅଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.