Browsing Tag

vice president

ଉପ-ରାଷ୍ଟ୍ରପତିଙ୍କ ମିମିକ୍ରିକୁ ଘୋର ନିନ୍ଦା କଲେ ରାଷ୍ଟ୍ରପତି ; ପ୍ରଧାନମନ୍ତ୍ରୀ କହିଲେ, ମୁଁ ବି ୨୦ ବର୍ଷ ହେବ…

ନୂଆଦିଲ୍ଲୀ : ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟିଏମସି ସାଂସଦ ମିମିକ୍ରି ଘଟଣାକୁ ନିନ୍ଦା । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ପରିସରରେ ଉପ ରାଷ୍ଟ୍ରପତିଙ୍କୁ ଅସମ୍ମାନ କଷ୍ଟ ଦେଇଛି ବୋଲି କହିଛନ୍ତି । ଘଟଣାକୁ ରାଷ୍ଟ୍ରପତି ନିନ୍ଦା କରିବା…

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଧନଖଡଙ୍କୁ ଶପଥ ପାଠ କରାଯାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ…

ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଏନଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍‌

କେନ୍ୟୁଜ୍(ବ୍ୟୁରୋ):ଜଗଦୀପ ଧନଖଡ଼ଙ୍କ ପ୍ରାର୍ଥୀପତ୍ର ଦାଖଲ। ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଏନଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍‌। ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‌ଙ୍କ ପାଖରେ ଦାଖଲ କରିଛନ୍ତି ନାମାଙ୍କନପତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେଲେ ଜଗଦୀପ ଧନକର

ଜଗଦୀପ ଧନକର NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି | ଉପରାଷ୍ଟ୍ରପତି ପଦବୀ ପାଇଁ ଆଜି ଏନଡ଼ିଏ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି | ବିଜେପି ସଂସଦୀୟ ବୋର୍ଡ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି | କହିରଖିବା ଉଚିତ ହେବକି ଶ୍ରୀ ଧନକର ବର୍ତ୍ତମାନ ସମୟରେ…

ବିରୋଧ ପରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଟ୍ଵିଟର ଆକାଉଣ୍ଟକୁ ଭେରିଫାଏଡ୍‌ କଲା ଟ୍ଵିଟର, ବ୍ଲୁ ଟିକ୍‌…

କେନ୍ୟୁଜ୍(ବ୍ୟୁରୋ):  ବିିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁଙ୍କ ଟ୍ଵିଟର ଆକାଉଣ୍ଟକୁ ଭେରିଫାଏଡ୍‌ କରିଛି ଟ୍ଵିଟର । ପୂର୍ବରୁ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ଵିଟର ଆକାଉଣ୍ଟରୁ କମ୍ପାନୀ ବ୍ଲୁ ଟିକ୍‌ ମାର୍କ ହଟାଇଥିଲା । ଏନେଇ ଉପରାଷ୍ଟ୍ରପତିଙ୍କ…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର, କହିଲେ ସଚ୍ଚୋଟତା ଓ କଠିନ ପରିଶ୍ରମ…

କେନ୍ୟୁଜ୍(ବ୍ୟୁରୋ):  ଶିକ୍ଷା ହେଉଛି ସଫଳ ଜୀବନର ପ୍ରଥମ ପାହାଚ। ଚରିତ୍ର ଗଠନ ସହ ଶିକ୍ଷା ଜୀବନକୁ ଗଢିଥାଏ। ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଓ ସୁସଙ୍ଗଠିତ କରିଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି…

ଏପ୍ରିଲ ୨ରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ଭୁବନେଶ୍ବର: ଦୁଇ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ଏପ୍ରିଲ ୨ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି । ୨ ତାରିଖ ଅପରାହ୍ନରେ କଟକ ସାରଳା ଭବନରେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜନ୍ମଉତ୍ସବ ଓ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ…

ଅଧରାତିରେ ୨୦ କିଲୋମିଟର ଅଟୋ ଚଳାଇ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆଶାକର୍ମୀ : ପ୍ରଶଂସା କଲେ ଉପରାଷ୍ଟ୍ରପତି

କୋଭିଡ୍ ଯୁଦ୍ଧରେ ଡାକ୍ତର, ନର୍ସ, ଆଶାକର୍ମୀମାନେ କୋଭିଡ୍ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ ଆଶାକର୍ମୀ ଜଣେ ଗର୍ଭବତୀ ମହିଳାକୁ ରକ୍ଷା କରି…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ, ଖରାପ ପାଗ ଯୋଗୁ ଆସି ପାରିଲାନାହିଁ ହେଲିକପ୍ଟର

ବଲାଙ୍ଗିର: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ । ଖରାପ ପାଗ ଯୋଗୁ ହେଲିକପ୍ଟର ଆସି ପାରିଲା ନାହିଁ । ରାୟପୁର ବିମାନ ବନ୍ଦରରୁ ହେଲିକପ୍ଟରରେ ଆସି ସକାଳ ୯ଟା ୧୫ରେ ବଲାଙ୍ଗିର ହେଲିପ୍ୟାଡ୍‌ରେ ପହଞ୍ଚିବାର ଥିଲା । ହେଲେ ଦୀର୍ଘ ସମୟ ରାୟପୁରରେ ଅପେକ୍ଷା କରିବା ପରେ…

୨୭ରେ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବଲି…

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିର ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବଲି କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହାସହ ବଲାଙ୍ଗିର ନିକଟ ବରକାନୀ ଗାଁରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିବେ ଉପରାଷ୍ଟ୍ରପତି…

ସମାଜର ଶତବାର୍ଷିକୀରେ ଯୋଗ ଦେଇ ଗଣମାଧ୍ୟମକୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, କହିଲେ ‘ଜନସ୍ୱାର୍ଥକୁ…

ଭୁବନେଶ୍ବର(କେନ୍ୟଜ୍):  ଜନସ୍ୱାର୍ଥକୁ ଗୁରୁତ୍ୱ ଦେଉ ଗଣମାଧ୍ୟମ। ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେ ଗଣମାଧ୍ୟମରେ ପ୍ରତିଯୋଗିତା ବଢିଗଲାଣି। ହେଡଲାଇନ୍‌ ଡେଡଲାଇନ୍‌ ନହେଉ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । କଟକରେ ଦୈନିକ ଓଡ଼ିଆ ଖବର କାଗଜ ସମାଜର…

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ଗସ୍ତ ସାରି ଫେରିଲେ ଭେଙ୍କିୟା ନାଇଡୁ

ଭୁବନେଶ୍ବର(କେନ୍ୟୁଜ୍):   ଦିନିକିଆ ଓଡ଼ିଶା ଗସ୍ତ ସାରି ଫେରିଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ସକାଳେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଙ୍କିୟାଙ୍କୁ ସ୍ୱାଗତ…