ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅପରାହ୍‌ଣ ସାଢେ ୪ଟାରେ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ।ଦେଶରେ କୋଭିଡ ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ। ଗତ କିଛିଦିନ ଧରି ଦେଶରେ H3N2 ସଂକ୍ରମଣ ଓ କୋଭିଡ ମାମଲା ବୃଦ୍ଧି ପାଇଛି।

କେନ୍ୟୁଜ୍(ବ୍ୟୁରୋ): ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍‌ଣ ସାଢେ ୪ଟାରେ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ।

ଦେଶରେ କୋଭିଡ ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ। ଗତ କିଛିଦିନ ଧରି ଦେଶରେ H3N2 ସଂକ୍ରମଣ ଓ କୋଭିଡ ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ କୋଭିଡର ୧୧୩୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ଜୀବନ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.