କାନାଡାକୁ ମାଡି ଆସୁଛି ବିପଦ : ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ତରଳୁଛି ବିଶାଳ ହିମଖଣ୍ଡ

ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁ ଏବେ ବଡ ପରିମାଣର ଗ୍ଳାସିୟର ତରଳିବାରେ ଲାଗିଛି । କାନାଡାର ସେଲର ଗେରାଇ ମକୋଓ, ଗ୍ରୀନଲାଣ୍ଡର ଡିସ୍କୋ ଉପସାଗରରେ ଦୁଇଟି ବିଶାଳ ହିମଖଣ୍ଡ ତରଳୁଥିବା ଗୁରୁବାର ଦେଖିବାକୁ ପାଇଥିଲେ । ସେ କହିଥିଲେ, ଏହି ହିମାଖଣ୍ଡ ୧୫୦ଟି ଜାହାଜର ଆକାର ହେବ । ଏହା କାନାଡ଼ା ଆଡକୁ ବଢୁଛି ।

llk

ସେପଟେ କାନାଡ଼ାର ପାଣିପାଗ ବିଭାଗ ବୈଜ୍ଞାନିକଙ୍କ ମୁତାବକ, ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଏବଂ ଗ୍ରୀନଲାଣ୍ଡ ତଟରେ ଅସ୍ଥିରତା ସୃଷ୍ଟି ହେବାରେ ଲାଗିଛି । ଫଳରେ ଗ୍ଳାସିୟର ଛୋଟ ଛୋଟ ଖଣ୍ଡ ହୋଇ ତରଳି ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.