Browsing Tag

global warming

ଯୁଦ୍ଧ ପାଇଁ ପ୍ରଭାବିତ ଗ୍ଲୋବାଲ ସାଉଥ : ମୋଦି

ବିଶ୍ବର ବିଭିନ୍ନ ପ୍ରାନ୍ତରେ ଲାଗିଥିବା ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଭିଏତନାମରେ ପୂର୍ବ ଏସିଆ ସମ୍ମିଳନୀରେ ଯୁଦ୍ଧକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।  ଗ୍ଲୋବାଲ ସାଉଥ ଉପରେ ଏହି ଯୁଦ୍ଧ ଭୀଷଣ ନକାରାତ୍ମକ ପ୍ରଭାବ ପକାଉଥିବା କହିଛନ୍ତି ମୋଦି…

ଏମାନେ ଶୁଣିପାରନ୍ତିନି କି କଥା ବି କହିପାରନ୍ତିନି, ହେଲେ କୁନି କୁନି ହାତରେ ଗଢୁଛନ୍ତି ସବୁଜ ପୃଥିବୀ

ବିନିକା : କୁନି ହାତରେ ସବୁଜ ପୃଥିବୀ ଗଠନର ପ୍ରୟାସ । ଆପଣତ ଜାଣିଛନ୍ତି କି, ବିଶ୍ଵର ଉଷ୍ଣତା ବୃଦ୍ଧି ଓ ଗ୍ଲୋବାଲ ୱାର୍ମିଂ ଆଜି ସମଗ୍ର ବିଶ୍ଵ ମାନବ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହାଫଳରେ ପରିବେଶକୁ ସୁରକ୍ଷିତ ଓ ସଂରକ୍ଷଣ କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯକ୍ରମ…

ଗଛ ଲଗାଇଲେ, ସେଲଫି ନେଲେ ଦୁଇ ବିଧାୟକ

ଆନନ୍ଦପୁର: ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ପାଳିତ ହୋଇଛି ୭୫ ତମ ବନ ମହୋତ୍ସବ ।  ଘଷିପୁରା ବ୍ଲକ୍ ଗୋହିରା ଗ୍ରାମ୍ୟ ଜଙ୍ଗଲ ନିକଟରେ ଆୟୋଜିତ ଏହି ଉତ୍ସବରେ ଉଭୟ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଗଛ ଲଗାଇଛନ୍ତି  । ଏଥିସହ କିଛି…

ଯେତେବେଳେ ପୂରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଙ୍ଗ ହୋଇଥାଏ, ସେତେବେଳେ କିଛି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ…

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ ଉପରେ କେହି ସନ୍ଦେହ କରନ୍ତି ନାହିଁ । ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇଁ ଏହା ଦାୟୀ ବୋଲି ବିବେଚନା କରାଯାଏ । ତଥାପି ସାମ୍ପ୍ରତିକ ଶୀତରେ ଅପ୍ରତ୍ୟାଶିତ ଅଞ୍ଚଳରେ ରେକର୍ଡ ଭାଙ୍ଗିବା, ଅତ୍ୟଧିକ ଥଣ୍ଡା ଦେଖିବାକୁ ମିଳିଛି । ଏହି ବିପରୀତ ପରିସ୍ଥିତିରେ…

‘ଗ୍ଲୋବାଲ୍‌ ୱାର୍ମିଙ୍ଗର ଯୁଗ ଶେଷ, ଆରମ୍ଭ ହୋଇଛି ଗ୍ଲୋବାଲ୍‌ ବୟଲିଙ୍ଗ୍‌ର ଯୁଗ’; ଜଳବାୟୁ ପରିବର୍ତ୍ତନକୁ ନେଇ ଏମିତି…

‘ଗ୍ଲୋବାଲ୍‌ ୱାର୍ମିଙ୍ଗର ଯୁଗ ସମାପ୍ତ ହୋଇଛି ଏବଂ ଆରମ୍ଭ ହୋଇଛି ଗ୍ଲୋବାଲ୍‌ ବୟଲିଙ୍ଗ୍‌ (ଫୁଟିବା)ର ଯୁଗ। ମାନବତା ଇତିହାସର ଏହା ହେଉଛି ସବୁଠାରୁ ଉତ୍ତପ୍ତ ସମୟ। ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଏବଂ ୟୁରୋପର ବଡ଼ ଭାଗ ବର୍ତ୍ତମାନ ସମୟରେ ଭୟଙ୍କର ଗରମରେ ଯୁଝି ହେଉଛି। ସମଗ୍ର ବିଶ୍ୱ ପାଇଁ…

୩୭୯୭ ବେଳକୁ ଧ୍ୱଶଂ ହୋଇଯିବ ପୃଥିବୀ, ଏବର୍ଷ ହେବ ତୃତୀୟ ବିଶ୍ୱଯୁଦ୍ଧ

କେନ୍ୟୁଜ୍‌(ବ୍ୟୁରୋ): ଫ୍ରେଞ୍ଚ ଆଷ୍ଟ୍ରୋଲୋଜର ତଥା ଫିଜିସିଆନ ନୋଷ୍ଟ୍ରାଡାମୁସ ଭବିଷ୍ୟବାଣୀ ପାଇଁ ଖ୍ୟାତି ଅର୍ଜନ କରିଥିଲେ । ୧୫୦୩ରେ ଜନ୍ମ ନେଇଥିଲେ ଭବିଷ୍ୟ କଥା କହି ପାରୁଥିବା ନୋଷ୍ଟ୍ରାଡାମୁସ । ଇତିହାସରେ ଘଟି ଯାଇଥିବା ଅନେକ ଘଟଣା ସେପରି ହିଁ ଘଟିଥିଲା ଯାହା ସେ ଭବିଷ୍ୟବାଣୀ ଆକାରରେ…

ଧିରେ ଧିରେ ଗରମ ହେଉଛି ନୀଳଗ୍ରହ, ପ୍ରଭାବିତ ହେବେ ୩୦୦ ଶହ କୋଟି ଲୋକ

କେନ୍ୟୁଜ୍‌(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଧାରା ଯଦି ଏପରି ରୁହେ ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ପ୍ରଭାବିତ ହେବେ । ଧିରେ ଧିରେ ତାମମାତ୍ରାରେ ବୃଦ୍ଧି ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଯଦି ଏପରି ଭାବେ ତାପମାତ୍ରାରେ ବୃଦ୍ଧି ହୁଏ ପ୍ରାୟ ୨୦୦ କୋଟି ଲୋକ ବିପଦପୂର୍ଣ୍ମ ତାପ ବଳୟ ଭିତରେ…

ବର୍ଷକୁ ହାରାହାରି ୩.୫ ମିଲିମିଟର ବଢୁଛି ସମୁଦ୍ରର ଜଳସ୍ତର, ଡୁବିଯିବ ବିଶ୍ୱର ବଡ଼ ବଡ଼ ସହର

କେନ୍ୟୁଜ୍‌(ବ୍ୟୁରୋ): ବୈଜ୍ଞାନିକଙ୍କ ଚେତାବନୀ । ବଢୁଛି ସମୁଦ୍ରର ଜଳସ୍ତର । ସମୁଦ୍ର ଭିତରେ ଡୁବିଯିବ ଅନେକ ଦ୍ୱିପ । ଏହାସହ ମହାସାଗରରେ ଳୀନ ହୋଇଯିବ ସମୁଦ୍ରକୂଳିଆ ଅଞ୍ଚଳ । ବିଭିନ୍ନ ଦେଶପାଇଁ ଆଣିପାରେ ବଡ଼ ବିପଦ । ଚୀନ ବି ଧିରେ ଧିରେ ସମୁଦ୍ରରେ ଡୁବିବାକୁ ଲାଗିଲାଣି । ଯେଉଁ ପ୍ରକ୍ରିୟା…

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢ଼ିବ ଅଢ଼େଇ ଲକ୍ଷ, ପ୍ରଭାବିତ ହେବେ ଶିଶୁ ଓ ମହିଳା

ନୂଆଦିଲ୍ଲୀ :  ଏଇ ନଭେମ୍ବର ମାସରେ ଆମେରିକାର ଫ୍ଲୋରିଡାରେ ବାତ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି । ଓଡ଼ିଶାକୁ ଆସୁ ଆସୁ ବଡ଼ ବାତ୍ୟା ବାଂଲାସେଶକୁ ମୁହାଁଇ ଗଲା ।  ଏମିତି ଅନେକ ବିରଳ ଘଟଣା ଘଟୁଛି । ଯେଉଁ ସମୟରେ ଆକାଶରେ ବାଦଲ ଦେଖଶ ଯାଏନି ସେହି ସମୟରେ ଝଡ଼ବାତ୍ୟା ହେଉଛି । ଯାହା ଜଳବାୟୁ ଓ…

ଜଳବାୟୁ ପରିବର୍ତ୍ତନକୁ ରୋକା ନଗଲେ ବଢ଼ିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, UNDP ରିପୋର୍ଟ ଦେଲା ସତର୍କ ସୂଚନା

ନୂଆଦିଲ୍ଲୀ : ଜଳବାୟୁ ପରବର୍ତ୍ତନକୁ ନେଇ ଏବେ ଯେତିକି ଚିନ୍ତା ପ୍ରକଟ କରାଯାଉଛି, ପୂର୍ବରୁ ଏହା ଉପରେ ଏତେ ଚିନ୍ତା କରାଯାଉ ନଥିଲା । ଏବେ ସବୁ ଦିଗରୁ ସୁ ରାଷ୍ଟ୍ର ଏହା ଉପରେ କେବଳ ଯେ ସ୍ଲୋଗାନ ଦେଉ ନାହାଁନ୍ତି, ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ୟୁନାଇଟେଡ ନେସନ ଡେଭଲପମେଣ୍ଟ ପ୍ରୋଗ୍ରାମ…

ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବ : ୟୁରୋପରେ ୫୦୦ ବର୍ଷର ସବୁଠୁ ବଡ଼ ଜଳ ସଂକଟ, ଚୀନରେ ମଧ୍ୟ ନଦୀ ଶୁଖିବାରୁ…

ପୁରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବ ଦେଖା ଗଲାଣି । ୟୁରୋପରେ ସବୁଠୁ ବଡ ଜଳ ସଂକଟ ଦେଖା ଯାଇଛି । ୟୁରୋପରେ ଗତ ୫୦୦ ବର୍ଷ ଭିତରେ ସବୁଠ ବଡ଼ ଜଳ ସଂକଟ ଦେଖାଯାଇଛି । ସେହିପରି ଚୀନରେ ମଧ୍ୟ ୧୪୪ ବର୍ଷର ସବୁଠୁ ବଡ଼ ଜଳ ସଂକଟ ଦେଖା ଦେଇଥିବା ରେକର୍ଡ କରାଯାଇଛି । ଗ୍ଲୋବାଲ ଡଟ…

ମଣିଷ ଆଉ ପିଲା ଜନ୍ମ କରିବା ଉଚିତ ନୁହେଁ, କିଛି ବୈଜ୍ଞାନିକ ଏମିତି କାହିଁକି ମତ ଦେଲେ, ଜାଣନ୍ତୁ

କେଉଁଠି ଆଗ୍ନେୟଗିରି ଓଗାଳୁଛି ନିଆଁ, କେଉଁଠି ମହାବାତ୍ୟା ଓ ଭୂମିକମ୍ପ ଉଜାଡ଼ି ଦେଲାଣି ଜନବସତି । ପୁଣି କେଉଁଠି ମାଡ଼ି ଆସିଲାଣି ସମୁଦ୍ର ଜଳ ପ୍ରଳୟ କରିବାକୁ । ଏସବୁ ସହିତ ପାଖାପାଖି ତିନି ବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱକୁ ଘାଇଲା କରି ଚାଲିଛି । ଏହା ଭିତରେ ବିଶ୍ୱଯୁଦ୍ଧର ବି…