ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଭିତରେ ଗୁଳି ବିନିମୟ ଜାରି, ୪ ଆତଙ୍କୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ବାନ୍‌ ଟୋଲ ପ୍ଲାଜ ନିକଟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଥିବାବେଳେ ଆଉ ୨ ଲୁଚି ରହିଥିବା ସୂଚନା ମିଳିଛି ।

ଗୁଳି ବିନିମୟ ଜାରି ଥିବାରୁ ଜମ୍ମୁ-ଶ୍ରୀନଗର ହାଇେଓ୍ଵ ବନ୍ଦ ରଖାଯାଇଛି। ଟୋଲ ପ୍ଲାଜା ନିକଟରେ ଆତଙ୍କବାଦୀ ଲୁଚି ରହିଥିବା ବିଶେଷସୂତ୍ରରୁ ଖବର ମିଳିଥିଲା। ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସକାଳ ୫ଟାରୁ ଆରମ୍ଭ ହୋଇଥିଲା ଏନ୍‌କାଉଣ୍ଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.