WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସଙ୍କୁ କରୋନା

କେନ୍ଯୁଜ୍: ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ WHO ଡିଜି ଟେଡ୍ରୋସ୍‌ ଆଡାନୋମ୍‌ ଗେବ୍ରେଏସସ୍‌ । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ନିଜକୁ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି, ତାଙ୍କର କୌଣସି ଲକ୍ଷଣ ନଥିବା କହିଛନ୍ତି ।

WHOWHO ପ୍ରୋଟୋକଲ ଅନୁଯାୟୀ ଏବେ ସେ ଘରୁ କାର୍ଯ୍ୟ କରୁଥିବା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏହା ସହ WHO ଡିଜି କହିଛନ୍ତି, ଆମେ ସମସ୍ତେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗାଇଡ୍‌ଲାଇନ୍‌ ପାଳନ କରିବା । କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା, ଜୀବାଣୁକୁ ଦମନ କରିବା ଓ ସ୍ୱାସ୍ଥ୍ୟ ପ୍ରାଣାଳୀକୁ ସୁରକ୍ଷା ଦେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.