ସାବଧାନ ଟ୍ବିନ ସିଟି ଅଫିସର, ଚାନ୍ଦା ମାଗିଲେ ହେବେ ବନ୍ଧା

କେନ୍ୟୁଜ୍(ବ୍ୟୁରୋ):  ଦାଦାବଟିକୁ ନା । ଚାନ୍ଦା ମାଗିଲେ ବନ୍ଧା ହେବେ । ଦୁର୍ଗାପୂଜା ପାଇଁ ଟୁଇନସିଟିର ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର । ଯିଏ ଜବରଦସ୍ତି ଚାନ୍ଦା ମାଗିବାକୁ ଉଦ୍ୟମ କରିବ କିମ୍ବା ଚାନ୍ଦା ମାଗିବ ତାଙ୍କୁ ଛଡା ଯିବ ନାହିଁ । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ସିଧାସଳଖ ଖବର ଦେଇପାରିବେ ଲୋକେ । ଖବର ଦେଇଥିବା ଲୋକଙ୍କ ନାଁ ଗୋପନ ରହିବ ବୋଲି କହିଛନ୍ତି ପୋଲିସ୍‌ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.