Below header

ନିଉ ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସ୍କୁଲ ଲେବଲ ହକି ଟୁର୍ଣାମେଣ୍ଟ

ଭୁବନେଶ୍ୱର (କେନ୍ୟୁଜ୍) : ନିଉ ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସ୍କୁଲ ଲେବଲ ହକି ଟୁର୍ଣାମେଣ୍ଟ। ହକି ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଟୁର୍ଣାମେଣ୍ଟର ଆୟୋଜନ କରାଯାଇଛି । ଏଥିରେ ୪ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। କିସ୍ ହକି ଟିମ ମଧ୍ୟ୍ୟ ଏହି ଟୁର୍ଣାମେଣ୍ଟରେ ଭାଗ ନେଇଛି। ଫାଇନାଲ ମ୍ୟାଚ ବିଜେତାଙ୍କୁ ୱିନର୍ସ ଟ୍ରଫି ଓ ରନର୍ସ ଅପକୁ ଟ୍ରଫି ପ୍ରଦାନ କରାଯିବ । ନିଉ ଇଣ୍ଡିଆନ ଏକ୍ସପ୍ରେସ ହକି ଗ୍ୟାଙ୍ଗପୁର ଓ଼ଡିଶା ଓ ଓଡିଶା ଷ୍ପୋଟର୍ସ ୟୁଥ ସର୍ଭିସେସ ମିଳିତ ସହଯୋଗରେ ଏହି ଟୁର୍ଣାମେଣ୍ଟର ଆୟୋଜନ କରାଯାଉଛି । ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.