ରେଳ ବିକାଶ ନିଗମରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ରେଳ ବିକାଶ ନିଗମ ଲିମିଟେଡରେ ଖାଲିପଡିଛି ୫୦ ପଦବୀ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଇମେଲ ଜରିଆରେ ଆବେଦନ କରିପାରିବେ ।

ରେଳ ବିକାଶ ନିଗମ ଲିମିଟେଡରେ ଖାଲିପଡିଛି ଅନେକ ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନ ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଇମେଲ ଜରିଆରେ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୫୦

ମ୍ୟାନେଜର : ୯
ଡେପୁଟି ମ୍ୟାନେଜର : ୧୬
ଆସିଷ୍ଟାଣ୍ଟ ମ୍ୟାନେଜର : ୨୫

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ଷ୍ଟ୍ରିମରେ ଅତିକମରେ ୫୦ ପ୍ରତିଶତ ମାର୍କ ରଖିଥିବା ସହିତ ଫୁଲ ଟାଇମ ଗ୍ରାଜୁଏଟ ହୋଇଥିବା ଜରୁରୀ ।

ଅଭିଜ୍ଞତା : ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଅତି କମରେ ୩ ବର୍ଷ, ଡେପୁଟି ମ୍ୟାନେଜର ପାଇଁ ୫ ବର୍ଷ ଏବଂ ମ୍ୟାନେଜର ପାଇଁ ସର୍ବନିମ୍ନ ୯ ବର୍ଷ ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୫ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଇମେଲ ଠିକଣା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rvnl.org କୁ ଯାଇ କ୍ୟାରିଅର ସେକ୍ସନ ଲିଙ୍କ ଉପରେ କ୍ଲିକ୍‌ କରି ନୋଟିଫିକେସନ ଚେକ୍‌ କରିପାରିବେ ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.