ଏହି ଝିଅମାନେ ହୋଇଥାନ୍ତି ଆକର୍ଷକ ବ୍ୟକ୍ତିତ୍ୱର, ସେକେଣ୍ଡରେ ପୁଅଙ୍କୁ କରିଦେଇ ଥାନ୍ତି ଦିଓ୍ଵାନା

ଆମର ରାଶି ଓ ନାମର ପ୍ରଥମ ଅକ୍ଷର ଭଳି ଜନ୍ମ ତାରିଖ ମଧ୍ୟ ବହୁତ କିଛି କହିଥାଏ । ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏଥିରୁ ମଧ୍ୟ କାହାର ସ୍ୱଭାବ,ପସନ୍ଦ ଓ ଜୀବନ ସମ୍ପର୍କିତ କଥା ଜଣାପଡ଼ିଥାଏ । ଆଜି ଆମେ ୬ ତାରିଖରେ ଜନ୍ମିତ ଝିଅଙ୍କ ବିଷୟରେ କିଛି କଥା କହିବୁ । ଅଙ୍କ ବିଜ୍ଞାନ ଅନୁଯାୟୀ ୬,୧୫,୨୪ ତାରିଖ ରେ ଜନ୍ମିତ ଝିଅମାନଙ୍କ ମୂଳାଙ୍କ ୬ ହୋଇଥାଏ । ଏହା ସହ ହିଁ ସେମାନଙ୍କର ଗ୍ରହ ଆରମ୍ଭ ହୋଇଥାଏ ।

ଆକର୍ଷକ ବ୍ୟକ୍ତିତ୍ୱ

ଏହି ୬ ମୂଳାଙ୍କର ଝିଅମାନେ ଆକର୍ଷକ ବ୍ୟକ୍ତିତ୍ୱର ହୋଇଥାନ୍ତି । ଏମାନେ ଶୀଘ୍ର ବୁଢ଼ି ହୋଇ ନଥାନ୍ତି । ଏମାନଙ୍କ ଆକର୍ଷଣ ଦ୍ୱାରା ଏମାନେ ଖୁବ ଶୀଘ୍ର ପୁଅମାନଙ୍କୁ ସେମାନଙ୍କର ଦିଓ୍ଵାନା ବନାଇ ଦେଇଥାନ୍ତି । ତେଣୁ ଯେ କେହି ଏମାନଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଥାନ୍ତି ।

କଥାରେ ମାହିର ଓ ମାର୍ଜିତ ବ୍ୟବହାର

ମୂଳାଙ୍କ ୬ ରେ ଜନ୍ମିତ ଝିଅମାନେ କଥା କହିବାରେ ମାହିର ହୋଇଥାନ୍ତି । ଏମାନଙ୍କ କଥାରେ ଯେ କେହି ଶୀଘ୍ର ଭଳି ଯାଇଥାନ୍ତି ।

ଶାନ୍ତି ପ୍ରିୟ ଓ ରୋମାଣ୍ଟିକ

ଏହି ଝିଅମାନେ ଶାନ୍ତି ପ୍ରିୟ ସହିତ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାଏ । ପ୍ରଥମ ଦେଖାରେ ଏମାନେ ନିଜ ପାର୍ଟନରଙ୍କୁ ଦିଓ୍ଵାନା ବନାଇ ଦେଇଥାନ୍ତି ।

ସଚ୍ଚା ଦୋସ୍ତ ଓ ଖର୍ଚ୍ଚ ପ୍ରିୟ

ଏମାନେ ସଚ୍ଚା ବନ୍ଧୁ ହୋଇଥାନ୍ତି । ବହୁତ ଖର୍ଚ୍ଚ ସ୍ୱଭାବର ହୋଇଥିବା ଯୋଗୁ ଏମାନଙ୍କୁ ଗହଣା ବହୁତ ପସନ୍ଦ ହୋଇଥାଏ । ଏମାନେ ସବୁ ସୁଖ ସୁବିଧାର ଆନନ୍ଦ ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.