ବିନା କଣ୍ଡୋମ୍‌ରେ ସମ୍ପର୍କ ସ୍ଥାପନ କରୁଥିଲେ, ଜାଣନ୍ତୁ କେମିତି ରହିବେ ସାବଧାନ

ଦୈହିକ ସମ୍ପର୍କ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଏକ ନିଆରା ଅନୁଭବ। ବୈବାହିକ ଜୀବନକୁ ମଜଭୁତ କରିବାରେ ଏହାର ବଡ଼ ହାତ ରହିଛି। କିନ୍ତୁ ଅଧିକାଂଶ କପଲ ବେଡରୁମ୍‌ରେ ପାର୍ଟନରଙ୍କ ସହ ରୋମାନ୍ସରେ ଏତେ ମାତି ଯାଇଥାନ୍ତି ଯେ ଶାରୀରିକ ସମ୍ପର୍କ ବେଳେ ସୁରକ୍ଷା ସାମଗ୍ରୀ ବା କଣ୍ଡୋମ୍‌ ବ୍ୟବହାର କରିବାକୁ ଭୁଲି ଯାଆନ୍ତି। ମାତ୍ର ଏଭଳି କରିବା ପରେ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ବିନା କଣ୍ଡୋମ୍‌ରେ ସେକ୍ସ କରିବା କେତେ ଦୂର ଠିକ୍‌…

Pills may soon rival condoms in HIV prevention — RT World News

-ବିନା କଣ୍ଡୋମ୍‌ରେ ସମ୍ବନ୍ଧ ରଖିବା ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। ଏହା ଦ୍ୱାରା ଯୌନ ରୋଗ ହେବାର ଆଶଙ୍କା ରହିଛି।

-ଏହା ବ୍ୟତୀତ ଯୌନ ସଂକ୍ରମଣର ଆଶଙ୍କା ବି ବଢ଼ିଯାଏ।

-କଣ୍ଡୋମ୍‌ ବ୍ୟବହାର ନ କରି ସମ୍ବନ୍ଧ ରଖିଲେ ଗର୍ଭଧାରଣର ମଧ୍ୟ ସମ୍ଭାବନା ରହିଛି।

-ଏଥିସହ ଏଚ୍‌ଆଇଭି, ଏଚ୍‌ପିବି, କ୍ଲୋମିଡିୟା, ହର୍ପିସ୍‌, ସିଫଲିସ୍‌ ଭଳି ରୋଗ ହୋଇପାରେ।

The worst time to have sex (and the best time) - Times of India

-ସମ୍ବନ୍ଧ ବେଳେ ଯଦି ଆପଣଙ୍କୁ କଣ୍ଡୋମ୍‌ ବ୍ୟବହାର କରିବା ପସନ୍ଦ ନୁହେଁ ତେବେ ଆପଣ ଗର୍ଭନିରୋଧକ ଇଞ୍ଜେକସନ୍‌ ବା ଇଣ୍ଟ୍ରାୟୁଟେରିନ୍‌ ଡିଭାଇସ୍‌ ମଧ୍ୟ ବ୍ୟବହାର କରିପାରିବେ।

-ଏହା ଦ୍ୱାରା ଅବାଞ୍ଛିତ ଗର୍ଭଧାରଣ ସମେତ ଅନ୍ୟାନ୍ୟ ଯୌନ ରୋଗରୁ ମଧ୍ୟ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.