ଆହୁରି ଅଧିକ ଲକ୍ଷଣ ନେଇ ଆସିଲା ଅଲକ୍ଷଣା କରୋନା, ଜାଣିଲେ ଆପଣ ବି ଡରି ଯିବେ

କରୋନା ଭାଇରସ୍‌ ମହାମାରୀ ଭାରତ ସମେତ ପୂରା ଦୁନିଆରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଏହି ରୋଗରୁ ମୁକ୍ତି ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ଭ୍ୟାକ୍‌ସିନ୍‌ ତିଆରିରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ହେଲ୍‌ଥ ଅର୍ଗାନାଇଜେସନ୍‌ ମଧ୍ୟ ସେଫ୍ଟି ଟିପ୍‌ସ ଓ ଗାଇଡ୍‌ଲାଇନ୍‌ ମାନିବାକୁ ପରାମର୍ଶ ଦେଉଛନ୍ତି। ତେବେ ବର୍ତ୍ତମାନ କରୋନାର ଆଉ ୧୫ଟି ଲକ୍ଷଣ ସାମ୍ନାକୁ ଆସିଛି, ଯାହାକୁ ଅଣଦେଖା ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି। ଆସନ୍ତୁ ଜାଣିବା କ’ଣ ସେହି ଲକ୍ଷଣ…

Coronavirus Symptoms: CDC adds six new symptoms to the COVID-19 ...୧. ଶୁଖିଲା କାଶ ହେବା

୨. ନାକ ବନ୍ଦ ହୋଇଯିବା କିମ୍ବା ଅନବରତ ନାକରୁ ପାଣି ବୋହିବା

୩. ପ୍ରବଳ ଜ୍ୱର

୪. ଥକାପଣ

୫. ତଣ୍ଟି ଦରଜ ଓ ପୀଡ଼ା

Experts are now warning of another coronavirus symptom in kids ...୬. ସ୍ୱାଦ ଓ ଗନ୍ଧ ପ୍ରଭାବିତ ହେବା

୭. ଆଖିର ରଙ୍ଗ ବଦଳିବା

୮. ମୁଣ୍ଡ ବିନ୍ଧା

୯. ଡାଇରିଆ

୧୦. ମୁହଁରେ ଦାନା ଦାନା ହୋଇ ଉଠିବା ଓ ହାତ, ପାଦ ଆଙ୍ଗୁଳିର ରଙ୍ଗ ବଦଳିବା

toe୧୧. ମାଂସପେଶୀରେ ପୀଡ଼ା ହେବା

୧୨. ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା

୧୩. ଛାତିରେ ଯନ୍ତ୍ରଣା ହେବା

୧୪. କଥାବାର୍ତ୍ତା ବେଳେ ସମସ୍ୟା ହେବା

୧୫. ଅଧିକ ଥଣ୍ଡା ଲାଗିବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.