ପୁରାତନ ଯୁଗରେ ବି ମହିଳାମାନେ ଏହି କାମରେ ବ୍ୟବହାର କରୁଥିଲେ ପିଆଜ, ଜାଣନ୍ତୁ ରୋଚକ ତଥ୍ୟ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଝିଅମାନେ କେଶ ବଢ଼ାଇବା ପାଇଁ ମଧ୍ୟ ପିଆଜ ବ୍ୟବହାର କରିଥାଆନ୍ତି। ଏହାସହ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ବେଶ୍ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ହୁଏତ ଏହା ଜାଣି ନ ଥିବେ, ପୁରାତନ ଯୁଗରେ ମହିଳାମାନେ ବି ପିଆଜ ବ୍ୟବହାର କରୁଥିଲେ। ତେବେ ସେମାନେ କେଉଁ କାମରେ ଏହାକୁ ବ୍ୟବହାର କରୁଥିଲେ, ତାହା ଆଜି ଆମେ କହିବାକୁ ଯାଉଛୁ।

-ଯେଉଁ ମହିଳାମାନେ ମା’ ହୋଇପାରନ୍ତି ନାହିଁ, ସେହି ମହିଳାମାନେ ପିଆଜ ବ୍ୟବହାର କରିଥାଆନ୍ତି। ଯେଉଁମାନଙ୍କଠାରେ ଏ ନେଇ ସମସ୍ୟା ଦେଖାଦେଇଥାଏ, ସେମାନଙ୍କୁ ପିଆଜରୁ ପ୍ରସ୍ତୁତ ଔଷଧ ଦିଆଯାଇଥାଏ।

onion

ଏହାସହ ପଢ଼ନ୍ତୁ: ମଡେଲଙ୍କ ଶରୀରରୁ ବାହାରୁଥିବା ଏହି ଅପରିଷ୍କାର ପଦାର୍ଥରୁ ତିଆରି ହୁଏ ମଦ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

-ଆଗେ ମହିଳାମାନେ ପୂଜାପାଠ ଏବଂ ଅନ୍ତିମ ସଂସ୍କାର ସମୟରେ ପିଆଜକୁ ବ୍ୟବହାର କରୁଥିଲେ। ଆପଣ ଜାଣିଲେ ଆଶ୍ଚଯ୍ୟର୍ ହେବେ ଯେ ୫୦୦୦ ବର୍ଷ ପୂର୍ବେ ହୋଇଥିବା ଉତ୍‌ଖନନରୁ ପିଆଜର ଅବଶେଷ ମିଳିଥିଲା।

-ଗବେଷକମାନଙ୍କ କହିବା ଅନୁଯାୟୀ, ମିଶର ଦେଶର ରାଜାଙ୍କ ମା’ଙ୍କ ମିମିରେ ପିଆଜର ଅବଶେଷ ମିଳିଥିଲା। ଏହି ଘଟଣା ବାସ୍ତବରେ ବହୁତ ଚକିତ କଲା ଭଳି ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.