ଅଷ୍ଟ୍ରେଲିଆ କଲା ଓ୍ଵାଲ୍ଡ କପ ଟିମର ଘୋଷଣା, ପୁଣି ଦଳକୁ ଫେରିଲେ ଓ୍ଵାର୍ଣ୍ଣର ଏବଂ ସ୍ମିଥ୍‌

ଆଇସିସି ବିଶ୍ୱ କପ୍‌ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଦଳର ଅଧିନାୟକ ଏରୋନ ଫିଞ୍ଚ ରହିଥିବା ବେଳେ ବର୍ଷକ ବ୍ୟାନ ପରେ ପୁଣି ଦଳକୁ ଫେରିଛନ୍ତି ଡେଭିଡ୍‌ ଓ୍ଵାର୍ଣ୍ଣର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ ।
ଆଗାମୀ ବିଶ୍ୱକପ୍‌ ଇଂଲଣ୍ଡରେ ଆୟୋଜିତ ହେବ । ଆସନ୍ତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ।

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଟିମ୍‌

 

World-Cup-squad aus

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.