ମୋହାଲୀ: ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ

ମୋହାଲୀ: ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ । ଅଧିନାୟକ ବିରାଟ କେହାଲୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରୀକାକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶିଖର ଧବନ ୪୦, ରୋହିତ ଶର୍ମା ୧୨ ଓ ପନ୍ଥ ୪ ରନ କରିଥିଲେ। ବିରାଟ କୋହଲି ଅପରାଜିତ ୭୨ ରନ ଏବଂ ଶ୍ରେୟାସ ଆୟର ୧୬ ରନ କରି ଅପରାଜିତ ରହିଛନ୍ତି । ଭାରତ ୧୯ ଓଭରରେ ୩ ୱିକେଟ ହରାଇ ୧୫୧ ରନ କରିଛି। କେହାଲି ୫୨ଟି  ବଲରୁ ୭୨ ରନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.