ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପାଳିଲା ସ୍ୱାଧୀନତା ଦିବସ

ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଥବା ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛି । ତାଜ୍ ଲଣ୍ଡନ୍ ଠାରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅଧିନାୟକ ବିରାଟ କୋହଲି ଦେଶବାସୀଙ୍କୁ ଶୁଭକାମନା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.