ଆଇପିଏଲ୍‌-୨୦୨୪: ଉଦଘାଟନୀ ମ୍ୟାଚରେ ୬ ୱିକେଟ୍‌ରେ ବେଙ୍ଗାଳୁରୁକୁ ହରାଇଲା ଚେନ୍ନାଇ

ଆଇପିଏଲର ଉଦଘାଟନୀ ମ୍ୟାଚରେ ବେଙ୍ଗାଳୁରୁକୁ ହରାଇଲା ଚେନ୍ନାଇ । ଚେନ୍ନାଇ ସୁପର କିଙ୍ଗସ୍ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ପରାସ୍ତ କରିଛି। ଏହାଫଳରେ ବିଜୟରୁ ଚଳିତ ସଂସ୍କରଣରେ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ।

ଚେନ୍ନାଇ : ଆଇପିଏଲର ଉଦଘାଟନୀ ମ୍ୟାଚରେ ବେଙ୍ଗାଳୁରୁକୁ ହରାଇଲା ଚେନ୍ନାଇ । ଚେନ୍ନାଇ ସୁପର କିଙ୍ଗସ୍ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ପରାସ୍ତ କରିଛି। ଏହାଫଳରେ ବିଜୟରୁ ଚଳିତ ସଂସ୍କରଣରେ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ। ବାଂଲାଦେଶୀ ଫାଷ୍ଟ ବୋଲର ୨୯ ରନରେ ୪ଟି ୱିକେଟ ନେବା ପଳରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଳୁରୁ ୬ ୱିକେଟରେ ୧୭୩ ରନ କରିଥିଲା। ଜବାବରେ ୧୭୪ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୪ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରିନେଇଥିଲା। ଆଜି ଅପରାହ୍ଣ ୩ଟା ୩୦ରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ-ଦିଲ୍ଲୀ କ୍ୟାପିଟାଲସ। ରାତି ୭ଟା ୩୦ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.