ମହିଳା କ୍ରିକେଟ ଟିମର ଏହି ଦୁଇ ଖେଳାଳୀ ବନାଇଲେ ରାପର୍‌, ସୋସିଆଲ ମିଡିଆର ଧୂମ୍‌ ମଚାଉଛି ଏହି ଭିଡିଓ

ଭାରତୀୟ ମହିଳା ଟି-୨୦ ଟିମର ଅଧିନାୟକ ହରମନପ୍ରୀତ କୌର ନିକଟରେ ନିଜର ଟି-୨୦ କ୍ୟାରିୟରରେ ଶତକ ପୂରା କରିଛନ୍ତିି। ହରମନପ୍ରୀତ କୌର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟି-୨୦ କ୍ୟାରିୟରରେ ସେଞ୍ଚୁରୀ କରିଛନ୍ତି।

ଏହାପରେ ମହିଳା କ୍ରିକେଟ ଟୀମର ଖେଳାଳୀ ଜେମିମା ରୋଡ୍ରିଗଜ୍‌ ଏବଂ ହରଲିନ ଦେଓ୍ଵଲ ବହୁତ ଖାସ୍‌ ଢ଼ଙ୍ଗରେ ନିଜର କ୍ୟାପେଟେନଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଦୁହେଁ ରାପ ସଙ୍ଗ୍‌ ଭିଡିଓ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏବେ ପଯ୍ୟର୍ନ୍ତ ଏହି ଭିଡିଓକୁ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ହରମନପ୍ରିତ କୌର ୨୦୧୬ ମସିହାରେ ପ୍ରସିଦ୍ଧ କ୍ରିକେଟର ମିତାଲୀ ରାଜଙ୍କ ସ୍ଥାନରେ ଭାରତ ଟି-୨୦ ଟିମର କ୍ୟାପଟେନ ହୋଇଥିଲେ। ୨୦୧୭ ମସିହାରେ ଇଂଲିସ୍‌ କ୍ରିକେଟ ବୋର୍ଡରେ ହୋଇଥିବା ସୁପର ଷ୍ଟାର୍ସ ସହିତ କଡା ଜବାବ ଦେଇଥିବା ପ୍ରଥମ ଭାରତୀୟ କ୍ରିକେଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.