ଅଲମ୍ପିକ କ୍ବାଲିଫାୟରରେ ନିକହତ ଜରିନଙ୍କୁ ହରାଇଲେ ମେରି କମ୍

ନୂଆଦିଲ୍ଲୀ: ଛଅ ଥର ବିଶ୍ବ ଚାମ୍ପିୟନ ହୋଇସାରିଥିବା ମେରି କମ୍ ଶନିବାର ଦିନ ନୂଆଦିଲ୍ଲୀରେ ଅଲମ୍ପିକ କ୍ବାଲିଫାୟର ପାଇଁ ଚାଲିଥିବା ମହିଳା ବକ୍ସସିଂରେ ୫୧ କଲୋଗ୍ରାମ ବର୍ଗର ମୁକାବିଲାରେ ନିକହତ ଜରିନଙ୍କୁ ହରାଇଥିଲେ । ୯-୧ ବିଭାଜିତ ନିର୍ଣ୍ଣୟରେ ଜିତିବା ସହିତ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ଏହି ବିଜୟ ସହିତ ମେରି କମ୍ ଏବେ ଅଲମ୍ପିକ କ୍ବାଲିଫାୟରରେ ଭାରତର ପ୍ରତିନିଧିତ୍ବ କରିବେ । ଯାହା ଚୀନରେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.