ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

କେନ୍ୟୁଜ୍(ବ୍ୟୁରୋ): ଚେନ୍ନାଇକୁ ୫ ଓ୍ଵିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଚେନ୍ନାଇ । ଦଳ ମାତ୍ର ୧୬ ଓଭର ଖେଳି ୯୭ ରନ କରିପାରିଥିଲା । ଜବାବରେ ମୁମ୍ବାଇ ୧୪.୧ ଓଭରରେ ୫ ଓ୍ଵିକେଟ ହରାଇ ମ୍ୟାଚ ଜିତିନେଇଥିଲା ।

ମୁମ୍ବାଇ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୩୪ ରନ କରିଥିଲେ । ରୋହିତ ଶର୍ମା ପୁଣି ବିଫଳ ହୋଇଥିଲେ । ଏହି ପରାଜୟ ସହ ପ୍ଲେ ଅଫରୁ ବାଦ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ । ଏପଟେ ଆଜି ବେଙ୍ଗାଲୁରୁ-ପଞ୍ଜାବ ଟକ୍କର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.