ଇଂଲଣ୍ଡରେ ପହଞ୍ଚିଲା ବିରାଟ ବ୍ରିଗେଡ୍‌, ସୋସିଆଲ ମିଡିଆରେ ଫଟୋ ଜୋରସୋରରେ ଭାଇରାଲ

ଲଣ୍ଡନ୍‌ : ମିଶନ୍‌ ବିଶ୍ୱକପ୍‌ରେ ଆଜି ଇଂଲଣ୍ଡରେ ପହଞ୍ଚି ଯାଇଛି ଭାରତୀୟ କ୍ରିକେଟ୍‌ ଦଳ । ଏଠାରେ ପହଞ୍ଚିବା ପରେ ଖେଳାଳିମାନେ ସୋସିଆଲ ମିଡିଆରେ ଫଟୋ ସବୁ ସେୟାର କରିଛନ୍ତି । ନିଜ ନିଜ ଆକାଉଣ୍ଟରେ ସେମାନେ ଫଟୋ ଛାଡ଼ିଛନ୍ତି । ଆସନ୍ତା ୨୪ ଓ ୨୮ ତାରିଖରେ ଭାରତୀୟ ଦଳ ଦୁଇଟି ଅଭ୍ୟାସ ମ୍ୟଚ୍‌ ଖେଳିବ ।
ଫଟୋରେ କେଉଁଠି ଖେଳାଳିମାନେ ଲଞ୍ଚ କରୁଛନ୍ତି ତ ଆଉ କେଉଁଠି ମୋବାଇଲ୍‌ରେ ଗେମ୍‌ ଖେଳୁଛନ୍ତି ପୁଣି କେଉଁଠି ଫଟୋ ପାଇଁ ପୋଜ୍‌ ଦେଉଛନ୍ତି ।

TEAM INDIA-3

TEAM INDIA-1

Leave A Reply

Your email address will not be published.