Below header

WWE ଫାଇଟର୍ସ ଗାଇଲେ ହିମେଶ ରେଶମିୟାଙ୍କ ଗୀତ ‘ଝଲକ ଦିଖଲାଜା’, Mashup Video ଦେଖିଲେ ଆପଣ ବି ରୋକିପାରିବେନି ହସ

ଆଜିକାଲି Mashupର ଟାଇମ ଚାଲୁଛି। ନିକଟରେ ଟିଭି ଶୋ’ ‘ସାଥ ନିଭାୟା ସାଥିୟା’ର ଏକ ସିନର ମ୍ୟାଶଅପ ଭିଡିଓ ‘ରସୋଡେ ମେ କୌନ ଥା’ ଭାଇରଲ ହୋଇଥିଲା। ଆଉ ଏବେ ଯେଉଁ କ୍ଲିପ ସୋସିଆଲ ମିଡିଆରେ ଭାଇରଲ ହେଉଛି, ସେଥିରେ WWE ଫାଇଟର୍ସଙ୍କ ସହ ହିମେଶ ରେଶମିୟାଙ୍କ ଗୀତ ଶୁଣିବାକୁ ମିଳୁଛି।

ss

WWE ଫାଇଟରମାନେ ନାଚୁଥିବା ଏବଂ ବାଦ୍ୟଯନ୍ତ୍ର ବଜାଉଥିବାର ଦେଖିବାକୁ ମିଳୁଛନ୍ତି। ଭିଡ଼ିଓର ବ୍ୟାକଗ୍ରାଉଣ୍ଡରେ ସିଙ୍ଗର ହିମେଶ ରେଶମିୟାଙ୍କ ଗୀତ ‘ଝଲକ ଦିଖଲାଜା’ ବାଜୁଛି। ଏଥିରେ ସମସ୍ତ ଫେମସ WWE ଫାଇଟରଙ୍କୁ ଦେଖାଯାଇଛି। ଭିଡ଼ିଓ ସେୟାର ହେବାର କିଛି ଘଣ୍ଟା ଭିତରେ ଏହା ଭାଇରଲ ହୋଇଥିଲା। ଲୋକେ ଏହି ମ୍ୟାଶଅପ ଭିଡ଼ିଓକୁ ନା କେବଳ ସେୟାର କରୁଛନ୍ତି, ବରଂ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.