Below header

ସୋର: ଲୁଟର ନୂଆ ତରିକା, ନୂଆ ନେଇ ପୁରୁଣା ଏଟିଏମ କାର୍ଡ ଧରାଉଥିଲେ ଯୁବକ, ଧରାପଡି ଗିରଫ ହେଲେ

ସୋର: ସିମୁଳିଆ ଥାନା ଜାମୁଝାଡି ଏସବିଆଇ ଏଟିଏମରେ ଦୁଇ ଏଟିଏମ କାର୍ଡ ଅଦଳ ବଦଳ କରୁଥିବୁ ଲୁଟେରାକୁ ଧରି ପୋଲିସର ଜିମା ଦେଲେ ଲୋକେ। ସେମାନଙ୍କୁ ପାଖରୁ ୩୨ଟି ଏଟିଏମ ସହିତ ନଗଦ ୮ ହଜାର ଟଙ୍କାକୁ ଜବତ  କରିଛି ପୋଲିସ। ଦୁଇ ଯୁବକଙ୍କ ମଧ୍ୟରୁ ଜଣକର ଘର କୋଲପଡା ଓ ଜଣଙ୍କର କଟକରେ ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.