ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ

ନୂଆପଡ଼ା: କୋଭିଡ ଯୁଦ୍ଧରେ ୨୫ ଦିନର ଶିଶୁ ବିଜୟୀ । ସପ୍ତାହରେ ମେଡିକାଲରୁ ଡିସ୍‌ଚାର୍ଜ । ନୂଆପଡ଼ାରେ କରୋନା ସଂକ୍ରମିତ ୨୫ ଦିନର ଶିଶୁର ସଫଳ ଚିକିତ୍ସା ପାଇଁ ଡାକ୍ତର ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ।

ଗୋଟିଏ ସପ୍ତାହ ମଧ୍ୟରେ ନବଜାତ କରୋନାରୁ ଆରୋଗ୍ୟ ପରେ ମେଡିକାଲରୁ ଡିସଚାର୍ଜ ହୋଇଛି । ଏଥିପାଇଁ ଟ୍ଵିଟ୍‌ କରି ଡାକ୍ତର ଓ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.