ରାଜ୍ୟରେ ଗତ ୨୪ ଘଣ୍ଟାରେ ଅମାନିଆଙ୍କଠାରୁ ଆଦାୟ ହୋଇଛି ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା

ଭୁବନେଶ୍ବର: ରାଜ୍ୟରେ ଚାଲିଛି ସ୍ପେଶାଲ କୋଭିଡ ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ତୃତୀୟ ଦିନରେ ମାସ୍କ ପିନ୍ଧି ନଥିବାରୁ ଓ ସାମାଜିକ ଦୂରତା ରଖୁନଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଗତ ୨୪ ଘଣ୍ଟାରେ ୧୨ ହଜାର ୧୪୫ ଜଣ ବ୍ୟକ୍ତିଙ୍କ ଉପରେ ନିୟମ ମାନୁନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କ ଠାରୁ ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.