ନୂଆପଡ଼ା: ବାଇକକୁ ଧକ୍କା ଦେଲା ଟ୍ରକ, ୪ ବାଇକ ଆରୋହୀ ମୃତ

ନୂଆପଡା(କେନ୍ୟୁଜ୍):  ନୂଆପଡ଼ା ଜିଲ୍ଲା କୋମନା ନିକଟସ୍ଥ କ୍ରିଷ୍ଣା ଛକ ନିକଟରେ ବାଇକକୁ ଧକ୍କା ଦେଲା ଟ୍ରକ। ୪ ବାଇକ ଆରୋହୀ ମୃତ ଓ ଜଣେ ଗୁରୁତର । ଗୋଟିଏ ବାଇକରେ ୫ ଜଣ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ଜଣ ମୃତ ଏବଂ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । କୋମନା ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.