Browsing Tag

bike accident

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ସୋରଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ । ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ୩ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି ।…

୨ ବାଇକ ମହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

ରାୟଗଡ଼ା: ୨ ବାଇକ ମହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅର୍ନ୍ତଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦମ୍ପତିଙ୍କ ସମେତ ୩ ମୃତ

କୋରାପୁଟ୍: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଝକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ୪ ଜଣଙ୍କୁ…

ବାଇକ ଚାଳକକୁ ପିଟିଲା ବସ, ଦୁର୍ଘଟଣା ସ୍ଥଳରେ ମୃତ୍ୟୁ

ଭୁବନେଶ୍ୱର :  ବସ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ପୁଣି ଏକ ନିରୀହ ଜୀବନ ନେଲା ବସ । ଭୁବନେଶ୍ୱର ପାତ୍ରପଡା ତମଣ୍ଡୋ ନିକଟରେ ଥିବା ଅମ୍ବର ସାମ୍ନାରେ ହୋଇଛି ଦୁର୍ଘଟଣା ।  ବସ ଏକ ବାଇକକୁ ପିଟି ଥିବାବେଳେ ସେହି ସ୍ଥାନରେ ବାଇକ ଆରୋହୀଙ୍କର ଜୀବନ ଚାଲିଯାଇଛି । ଖବର ପାଇଁ ଖଣ୍ଡଗିରି…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ

ନୟାଗଡ଼: ଏକା ସାଙ୍ଗରେ ଚାଲିଗଲେ ବାପ-ପୁଅ । ଭୋଜି ଖାଇବାକୁ ଯାଉଥିବା ବେଳେ ଆସିଲା ଯମ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୈବଲ୍ୟପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଶାବରୀ ଗାଁର ବୃନ୍ଦାବନ ବିଶୋଇ ଓ ତାଙ୍କ ପୁଅ ଲକ୍ଷ୍ମୀଧର…

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ

କଳାହାଣ୍ଡି: ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ।  ଦୁଇ ଯୁବକଙ୍କ ମୃତ୍ୟୁ ।  କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ କେନ୍ଦୁ ଡୋଙ୍ଗରି ଗାଁର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ ।  ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି କୋକସରା…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ୨ ମୃତ ଓ ଜଣେ ଗୁରୁତର

ବ୍ରହ୍ମପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ।  ୨ଜଣ ମୃତ, ଜଣେ ଗୁରୁତର ।  ଗୁରୁତର ପ୍ରଥମେ ପାତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର ।  ବ୍ରହ୍ମପୁରର ଜରଡ଼ା ଥାନା ତମ୍ବାପୁର-ମନ୍ଦରଡ଼ା ରାସ୍ତାରେ ଦୁର୍ଘଟଣା । ବନମାଳୀ ଓ ତିତିଗାଁର ୩ଜଣ ଯୁବକ ସାଙ୍ଗ ହୋଇ…

ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା, ଏକା ସାଙ୍ଗରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

ମହାରାଷ୍ଟ୍ରର ଧାରାଶିବ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ଅଟୋ । ଫଳରେ ବାଇକରେ ଯାଉଥିବା  ୨ଜଣ ଆରୋହିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପୋଷ୍ଟମର୍ଟମ ପାଇଁ ମଧ୍ୟ ମୃତଦେହକୁ…

ଯାତ୍ରା ଦେଖି ଫେରିବା ଗଛରେ ପିଟି ହୋଇଗଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ବିନିକା: ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା । ଗଛରେ ପିଟି ହୋଇଗଲା ବାଇକ୍‌ । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ପ୍ରକାଶ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯୁବକ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର…

ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ ୪ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି ।  ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଅଛନ୍ତି । ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି…

ନୟାଗଡ଼: ବାଇକ୍ ଧକ୍କାରେ ୨ ମୃତ, ଜଣେ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ବାଇକ୍ ଧକ୍କାରେ ୨ଜଣ ମୃତ , ଜଣେ ଗୁରୁତର । ଦୁଇ ମୃତକ ହେଲେ ଡିହଗାଁର ଶୁକ୍ର ବାଜୁ ଓ ସୁଦର୍ଶନ ପ୍ରଧାନ । ନିୟନ୍ତ୍ରଣ ହରାଇ ଦୁଇ ଜଣଙ୍କୁ ଜଣେ ବାଇକ ଆରୋହୀ ଧକ୍କା ଦେଇଥିଲା । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ ଆରୋହୀ ଗୁରୁତର…

ଛାଡି ଚାଲିଗଲା ଭେଣ୍ଡିଆ ପୁଅ, ଯେତେ କାନ୍ଦିଲେ ବି ଆଉ ଫେରିବନି ?

ଭୁବନେଶ୍ୱର : ଧନରେ, ମୋ ଧନ ତୁ କୁଆଡେ ଚାଲିଗଲୁ । ଏଇ ବୟସରେ ତୋ ବାପାକୁ କେମିତି ଏକା କରି ଛାଡି ଚାଲିଗଲୁ । ତୋ ବିନା ତୋ ମମି ଆଉ ମୁଁ କେମିତି ରହିବୁରେ । ଏବେ ଆମର ସବୁ ସରିଗଲା, ତୋତେ ଚାହିଁ ଚାହିଁ ତ ଆମେ ବଞ୍ଚିଥିଲୁ । ତୋ ପାଇଁ ସ୍ୱପ୍ନ ଦେଖୁଥିଲୁ । ତୁ ତ ଆମର ସାହସ ଥିଲୁରେ ଧନ ।…