ଆଜି ରାଜ୍ୟରୁ ସୁସ୍ଥ ହେଲେ କରୋନା ୭୭୩୩ ରୋଗୀ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୭୭୩୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଯାହାକୁ ମିଶାଇ ମୋଟ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ କୁ ବୃଦ୍ଧି ପାଇଛି | ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦୩ ଜଣ ଥିବା ବେଳେ କଟକରୁ ୮୦୮ ଜଣ ଅଛନ୍ତି | ଯେବେକି ଢେ଼ଙ୍କନାଳରୁ ଅଛନ୍ତି ୪୯୯ ଜଣ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.