ସହରରେ ବୁଲୁଛି ରାମୁ, ଚନ୍ଦକା ବାଡ଼ ଭାଙ୍ଗି ସହର ମୁହାଁ ଦନ୍ତା

ସହରରେ ବୁଲୁଛି ରାମୁ । ପୁଣି ରାଜଧାନୀରେ ବୁଲିଲା ଦନ୍ତା ହାତୀ । ଚନ୍ଦକା ବାଡ଼ ଭାଙ୍ଗି ସହର ମୁହାଁ ହୋଇଛି ଦନ୍ତା ରାମୁ ।

ଭୁବନେଶ୍ୱର (କେନ୍ୟୁଜ): ସହରରେ ବୁଲୁଛି ରାମୁ । ପୁଣି ରାଜଧାନୀରେ ବୁଲିଲା ଦନ୍ତା ହାତୀ । ଚନ୍ଦକା ବାଡ଼ ଭାଙ୍ଗି ସହର ମୁହାଁ ହୋଇଛି ଦନ୍ତା ରାମୁ । ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରେ ରାମୁ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ଖବରପାଇ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚିଥିଲେ । ସେଠାରୁ ରାମୁକୁ ଜଙ୍ଗଲକୁ ଘଉଡାଇ ଦିଆଯାଇଛି । ସହର ଭିତରେ ବାରମ୍ବାର ହାତୀ ପଶିଆସୁଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.