ସମ୍ବଲପୁରରେ ବୋମା ମାଡ଼, ୩ ଆହତ

ସମ୍ବଲପୁରରେ ବୋମା ମାଡ଼ l  ବୋମା ବିସ୍ଫୋରଣରେ ୩ ଜଣ ଆହତ l ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟ ଫ୍ଲାଇଓଭର ଉପରୁ କେହି ଦୁର୍ବୁର୍ତ୍ତ ଏକ ବୁଲେଟ ଉପରକୁ ବୋମା ଫିଙ୍ଗିବା ନେଇ ଅଭିଯୋଗ ହୋଇଛି l

ସମ୍ବଲପୁର : ସମ୍ବଲପୁରରେ ବୋମା ମାଡ଼ l  ବୋମା ବିସ୍ଫୋରଣରେ ୩ ଜଣ ଆହତ l ଟାଉନ ଥାନା ଅନ୍ତର୍ଗତ ପୀରବାବା ଛକ ନିକଟ ଫ୍ଲାଇଓଭର ଉପରୁ କେହି ଦୁର୍ବୁର୍ତ୍ତ ଏକ ବୁଲେଟ ଉପରକୁ ବୋମା ଫିଙ୍ଗିବା ନେଇ ଅଭିଯୋଗ ହୋଇଛି l ବୋମା ଫାଟି ୩ ଜଣ ଯୁବକ ଆହତ ହୋଇଛନ୍ତି l ବୁଲେଟଟି କ୍ଷତିଗ୍ରସ୍ତ ହୋଇଛି l ଗୁରୁତର ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଏସପି ଓ ଆଇଜି ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.