ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ, ଯୌତୁକ ପାଇଁ ହତ୍ୟା କରାଯାଇଥିବା କହିଲେ ବାପଘର ଲୋକେ

ଯାଜପୁର(ଟାଉନ):  ଯାଜପୁର ଦଶରଥପୁର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ମୃତକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ଝିଅ ରଶ୍ମିତା ପୁଷ୍ଟି । ରଶ୍ମିତା ବର୍ଷେ ତଳେ  ଝୁମ୍ପୁରୀ ଗାଁର ବାବନ ପୁଷ୍ଟିଙ୍କ ପୁଅ ବିକାଶ ପୁଷ୍ଟିକୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ।  ଆଜି ରଶ୍ମିତାଙ୍କ ଝୁଲନ୍ତା ଶବ ଉଦ୍ଧାର କରଯାଇଥିଲା।

 ଯୌତୁକ ପାଇଁ ହତ୍ୟାକାଣ୍ଡ ହୋଇଥିବା ବାପା ଘର ଲୋକେ ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ମଙ୍ଗଳପୁର ଥାନା ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.