ଖଦୀ ବୋର୍ଡକୁ ଅନୁଦାନ ଦେଉନାହାନ୍ତି କେନ୍ଦ୍ର ସରକାର, ବିଧାନସଭାରେ ବିବୃତି ରଖିଲେ

କେନ୍ୟୁଜ୍(ବ୍ୟୁରୋ): ଖଦୀ ବୋର୍ଡକୁ ଅନୁଦାନ ଦେଉନାହାନ୍ତି କେନ୍ଦ୍ର ସରକାର। ଗତ ୩ବର୍ଷ ଧରି କେନ୍ଦ୍ର ସରକାର କୌଣସି ଅନୁଦାନ ଦେଇନଥିବା ବିଧାନସଭାରେ କହିଛନ୍ତି କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାର ଦେବ। ଖଦୀ ବୋର୍ଡକୁ ସବୁ ଅନୁଦାନ ଦେଉଛନ୍ତି ରାଜ୍ୟ ସରକାର। ପୂର୍ବ ପାଣ୍ଠି ଘୋଷଣା ଅନୁସାରେ ୨କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।

ଏହା ଦ୍ୱାରା ୨୧ଟି ଖଦୀ ସମିତି ଉପକୃତ ହୋଇଛନ୍ତି। ପାଣ୍ଠି ପ୍ରଦତ୍ତ ଅର୍ଥରେ କର୍ମଚାରୀଙ୍କୁ ଦରମା ଓ ତାଲିମ ପ୍ରଦାନ କରାଯାଇଥିବା ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.