କୋଣାର୍କ ମେରାଇନ ଡ୍ରାଇଭ ସଫଳତା ପରେ ଚଳିତ ବର୍ଷ ହେଉଛି ବ୍ୟାପକ, ଆଜିଠୁ ଇକୋ ରିଟ୍ରିଟ୍‌ ବୁକିଂ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ ବ୍ୟୁରୋ : ଫେରିଲା ଇକୋ ରିଟ୍ରିଟ୍‌ ଓଡ଼ିଶା। କୋଣାର୍କ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ସଫଳତା ପରେ ଏହାକୁ ଚଳିତ ବର୍ଷ ବ୍ୟାପକ କରାଯାଇଛି। ଏଥର କୋଣାର୍କ ସହ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଏବଂ ସାତକୋଶିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଇକୋ ରିଟ୍ରିଟ୍‌ ବୁକିଂ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ଅବସରରେ ନବୀନ କହିଛନ୍ତି, ଏହି ଇକୋରିଟ୍ରିଟ୍‌ ଓଡ଼ିଶାରେ ଥିବା ପର୍ଯ୍ୟଟନର ବିବିଧତା ଜାଣିବାକୁ ଏକ ଉତ୍କଷ୍ଟ ସୁଯୋଗ। ଏହି ଇକୋ ରିଟ୍ରିଟ୍‌ ଉତ୍ସବ ତିନି ମାସ ଧରି ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.