Browsing Tag

eco retreat festival

୭ଟି ସ୍ଥାନରେ ଆରମ୍ଭ ହେଲା ଇକେ ରିଟ୍ରିଟ୍ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍‌ ମହୋତ୍ସବ । ୭ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି, ପାତି ସୋନପୁର ଓ କୋରାପୁଟରେ ଆଜିଠୁ ୩ ମାସ ଧରି ଚାଲିବ ଇକୋ-ରିଟ୍ରିଟ୍‌…

ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଜମୁଛି ଇକୋ ରିଟ୍ରିଟ୍, ତମ୍ବୁ ତଳେ ରାତି ବିତାଇବା ସହ ଭାସମାନ ରେଷ୍ଟୁରାଣ୍ଟର ମଜା…

ରାଜନଗର: ରାଜ୍ଯରେ ଜାରି ରହିଛି ଶୀତର ଲହରୀ। ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଚାଲିଛି ପଯ୍ଯଟନର ଋତୁ। ବିଶେଷ ଭାବେ ପର୍ଯ୍ୟଟକ ମାନେ ଏହି ଭିତରକନିକାରେ ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ତେବେ ଚଳିତ ବର୍ଷ  ଭିତରକନିକାର ନଳିତା ପାଟିଆ ଠାରେ ଆରମ୍ଭ ହୋଇଥିବା…

କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

କନ୍ଧମାଳ: କନ୍ଧମାଳରେ ଜମୁଛି ଇକୋ ରିଟ୍ରିଟ୍‌ । ପ୍ରଥମ ରାତିରେ ଖୁବ୍‌ ମଜା ନେଇଛନ୍ତି ପର୍ଯ୍ୟଟକ । ଉଦ୍‌ଘାଟନୀ ପରେ ୧୭ଟି ଅନ୍‌ଲାଇନ୍‌ରେ ବୁକିଙ୍ଗ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନେ ଆସି ରାତିରେ ରହିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପଞ୍ଚତାରକା ହୋଟେଲର…

କୋଣାର୍କ ମେରାଇନ ଡ୍ରାଇଭ ସଫଳତା ପରେ ଚଳିତ ବର୍ଷ ହେଉଛି ବ୍ୟାପକ, ଆଜିଠୁ ଇକୋ ରିଟ୍ରିଟ୍‌ ବୁକିଂ ପାଇଁ ଘୋଷଣା କଲେ…

କେନ୍ୟୁଜ ବ୍ୟୁରୋ : ଫେରିଲା ଇକୋ ରିଟ୍ରିଟ୍‌ ଓଡ଼ିଶା। କୋଣାର୍କ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ସଫଳତା ପରେ ଏହାକୁ ଚଳିତ ବର୍ଷ ବ୍ୟାପକ କରାଯାଇଛି। ଏଥର କୋଣାର୍କ ସହ ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଏବଂ ସାତକୋଶିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଇକୋ ରିଟ୍ରିଟ୍‌ ବୁକିଂ ପାଇଁ…

କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନର ଭୂୟସୀ ପ୍ରଶଂସା, ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେବେ କେନ୍ଦ୍ର ପର୍ଯ୍ୟଟନ…

ପୁରୀ: କୋଣାର୍କର ମେରାଇନ ଡ୍ରାଇଭର ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନର ଭୂୟସୀ ପ୍ରଶଂସା। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପ୍ରଶଂସାଯୋଗ୍ୟ ବୋଲି ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ କହିଛନ୍ତି। ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ…

ଆଜିଠୁ ଇକୋ ରିଟ୍ରିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ, ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଚିବ

ପୁରୀ: ପୁରୀ ମେରାଇନ ଡ୍ରାଇଭରେ ଚାଲିଥିବା ଇକୋ ରିଟ୍ରିଟ୍‌ରେ ଆଜିଠାରୁ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ । ଇକୋ ରିଟ୍ରିଟ୍‌ର ଆତିଥ୍ୟରେ ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବ । ସେମାନେ ଦେଖିବେ ଓଡ଼ିଶା ବେଳାଭୂମିରେ…

ଆସନ୍ତା ୨୩ ଓ ୨୪ରେ ଇକୋ ରିଟ୍ରିଟ୍‌ରେ ହେବ ସମ୍ମିଳନୀ, ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ହେବେ ସାମିଲ୍

ପୁରୀ: ଇକୋ ରିଟ୍ରିଟ୍‌ର ଆତିଥ୍ୟରେ ସାମିଲ ହେବେ ବିଭିନ୍ନ ରାଜ୍ୟର ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବ । ସେମାନେ ଦେଖିବେ ଓଡ଼ିଶା ବେଳାଭୂମିରେ ପଞ୍ଚ ତାରକା ହୋଟେଲର ସୁବିଧା । ଏତେବଡ ଆୟୋଜନ କିଭଳି ସଫଳ ହୋଇଛି, ତାକୁ ପରଖିବେ ମନ୍ତ୍ରୀ ଓ ସଚିବ । ଚନ୍ଦ୍ରଭାଗା ରାମଚଣ୍ଡୀ ବେଳାଭୂମୀରେ…

ଆଜିଠୁ ପୁରୀ-କୋଣାର୍କ ରୋଡ୍‌ ରାମଚଣ୍ଡୀ ମୁହାଣରେ ଅନୁଷ୍ଠିତ ହେବ ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌, ସଂଧ୍ୟାରେ…

ପୁରୀ: ତମ୍ବୁରେ ମିଳିବ ତାରକା ହୋଟେଲ ପରି ସୁବିଧା । ଆଜିଠୁ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ରାମଚଣ୍ଡୀ ମୁହାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ । ଆଜିଠୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂଧ୍ୟାରେ…