ଜଳିଗଲା କୋରିଅର ଗୋଦାମ, ଜଳିଯାଇଛି ଟ୍ରକ୍ ଓ ଏକାଧିକ ବାଇକ

ଜଳିଗଲା କୋରିଅର ଗୋଦାମ । ଭୁବନେଶ୍ବର ହଂସପାଳ ଛକ ନିକଟରେ ଥିବା କୋରିଅର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି ।

ଜଳିଗଲା କୋରିଅର ଗୋଦାମ । ଭୁବନେଶ୍ବର ହଂସପାଳ ଛକ ନିକଟରେ ଥିବା କୋରିଅର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୋଦାମ ନିକଟରେ ଥିବା ଟ୍ରକ୍ ଓ ଏକାଧିକ ବାଇକ ଜଳିଯାଇଛି । ଏଥିରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.