ବାଘ ଛାଲ ର‍୍ୟାକେଟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ STF, ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀ ଗିରଫ

ନୟାଗଡ: ବାଘ ଛାଲ ର‍୍ୟାକେଟର ହେଲା ପର୍ଦ୍ଦାଫାଶ। କ୍ରାଇମବ୍ରାଞ୍ଚ STF ପର୍ଦ୍ଦାଫାଶ କରିଛି ଏହି ର‍୍ୟାକେଟକୁ । ୨ଟି କଲରା ପତରିଆ ବାଘ ଛାଲ ଓ ହରିଣ ଛାଲ ଜବତ କରିଛି STF। ଏହି ଚୋରା କାରବାରରେ ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କରାଯାଇଛି।

Leopard

ଆଜି ସେମାନଙ୍କୁ ଦଶପଲ୍ଲା କୋର୍ଟରେ ହାଜର କରଯିବାବ ପରେ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। ଏହି କାରବାରରେ ଆଉ କେହି ସଂପୃକ୍ତି ଅଛନ୍ତି କି ନାହିଁ ସେନେଇ ଖୋଳତାଡ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.