ଘର କବାଟ ଭାଙ୍ଗି ପଶିଲା ହାତୀ, ଖାଇଗଲା ଧାନ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ସ୍ଥିତ ସୁଆଁରୀ ଗାଁରେ ହାତୀ ଉପଦ୍ରବ । ଗାଁରେ ଥିବା ଉମାକାନ୍ତ ବେହେରାଙ୍କ ଘରର କବାଟ ଭାଙ୍ଗି ଏକ ହାତୀ ପଶିଥିଲା ।

ଚୌଦ୍ୱାର (କେନ୍ୟୁଜ): ଘରେ ପଶି ଧାନ ଖାଇଗଲା ହାତୀ । କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ସ୍ଥିତ ସୁଆଁରୀ ଗାଁରେ ହାତୀ ଉପଦ୍ରବ । ଗାଁରେ ଥିବା ଉମାକାନ୍ତ ବେହେରାଙ୍କ ଘରର କବାଟ ଭାଙ୍ଗି ଏକ ହାତୀ ପଶିଥିଲା । ଧନ, ଚାଉଳ ଖାଇବା ସହ ଭଙ୍ଗାରୁଜା କରି ପରିବାର ଲୋକଙ୍କୁ ଗୋଡ଼ାଇଥିଲା ହାତୀ। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.