ଆଇଏଏସ୍‌ ସ୍ତରରେ ଅଦଳବଦଳ: ଜାଣନ୍ତୁ କିଏ ପାଇଲେ କେଉଁ ପାହ୍ଯା ?

ଭୁବନେଶ୍ବର: ଆଇଏଏସ୍‌ ସ୍ତରରେ ଅଦଳବଦଳ । ଅନୁ ଗର୍ଗ ହେଲେ ଜଳସମ୍ପଦ ସଚିବ । ଏହା ସହ WCD ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ଅନୁ ଗର୍ଗ । ରାଜକୁମାର ଶର୍ମା ହେଲେ ଆଗ୍ରୀକଲଚର ପ୍ରଡକ୍ସନ କମିଶନର । ସୁରେନ୍ଦ୍ର କୁମାର ହେଲେ ଖଣି ଓ ଇସ୍ପାତ ବିଭାଗର ପ୍ରମୁଖ ସଚିବ । CDAର ଚେୟାରମ୍ୟାନ୍‌ ମଧ୍ୟ ରହିବେ ସୁରେନ୍ଦ୍ର କୁମାର । ଚିତ୍ରା ଅରୁମୁଗମ୍‌ ହେଲେ ଶ୍ରମ ବିଭାଗର ସଚିବ । ସତ୍ୟବ୍ରତ ସାହୁ ହେଲେ MSME ସଚିବ । ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.