Browsing Tag

Ias

ଦୃଢ଼ ମନୋବଳ ଆଗରେ ହାର ମାନିଲା ପରିଶ୍ରମ: ୧୪ ଘଣ୍ଟା ଅଫିସ୍‌ରେ କାମ କରି ପ୍ରଥମ ଚେଷ୍ଟାରେ IAS ହେଇଗଲେ ଏହି ମହିଳା

ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବା ଏତେ ସହଜ ନୁହେଁ। ଏଥିପାଇଁ ଦରକାର କଡ଼ା ପରିଶ୍ରମ , ଲଗନ୍‌ ଓ ଦୃଢ଼ ମନୋବଳ। IAS ଅଧିକାରୀ ଆଇଏଏସ୍ ଅକ୍ଷିତା ଗୁପ୍ତା ସେମିତି ମହିଳାଙ୍କ ମଧ୍ୟରୁ ଜଣେ। ଯିଏକି ନିଜ କଡ଼ା ପରିଶ୍ରମ ବଳରେ ହୋଇଛନ୍ତି IAS ଅଧିକାରୀ । ୧୪ ଘଣ୍ଟା ଅଫିସ୍‌ରେ କାମ କରି…

ଜଣେ ଆଇଏଏସ୍‌ ଅଧିକାରୀଙ୍କ ପଦୋନ୍ନତି କିପରି ହୁଏ? କେଉଁଠୁ କେଉଁ ପଦ ଯାଏଁ ଯାଆନ୍ତି ଜାଣନ୍ତୁ

ଭାରତରେ ସବୁଠାରୁ କ୍ରେଜରେ ଥିବା ଚାକିରି ଯଦି କହିବା ତାହା ହେଉଛି ଇଣ୍ଡିଆନ୍‌ ଆଡମିନିଷ୍ଟ୍ରେଟିଭ୍‌ ସର୍ଭିସେଜ୍‌ ବା ଆଇଏଏସ। ଯେଉଁଥିରେ ସିଲେକ୍ଟ ହେବାର ସ୍ୱପ୍ନ ପ୍ରାୟ ପ୍ରତ୍ୟେକ ଭାରତୀୟ ନିଜ ପଢ଼ା କ୍ୟାରିୟର ସମୟରେ ଦେଖିଥାନ୍ତି। ପ୍ରତି ବର୍ଷ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା…

ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକେଇ! ହ୍ଵାଟସ୍‌ଆପରେ ଫଟୋ ଲଗାଇ ସରକାରୀ ଅଧିକାରୀଙ୍କୁ ମାଗୁଥିଲେ ଟଙ୍କା

ଦେଶର ବହୁଚର୍ଚ୍ଚିତ ଆଇଏଏସ୍‌ ତଥା ରାଜସ୍ଥାନ ଜୈସଲମେରର ଜିଲ୍ଲାପାଳ ଟିନା ଟାବିଙ୍କ ନାଁରେ ସାଇବର ଠକେଇ। ହ୍ଵାଟସ୍‌ଆପରେ ଟିନା ଡାବିଙ୍କ ଫଟୋ ଲଗାଇ ଗିଫ୍ଟ କାର୍ଡ ଜରିଆରେ ପଇସା ମାଗୁଥିଲା ଠକ। ରାଜ୍ୟ ସରକାରଙ୍କର ଜଣେ ମହିଳା ଅଧିକାରୀଙ୍କୁ ଏହି ପଇସା ମଗା ଯାଇଥିବା ବେଳେ ଅଧିକାରୀ ଜଣକ…

ମୋଷ୍ଟ ବିୟୁଟିଫୁଲ IAS ଅଫିସର, ଯିଏ ଟିନା ଡାବିଙ୍କୁ ପକାନ୍ତି ପଛରେ

ରାଜସ୍ଥାନ କ୍ୟାଡର ଆଇଏଏସ୍ ଟିନା ଡାବି ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ଟିନାଙ୍କର ବହୁତ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛନ୍ତି । ଲୋକମାନେ ସେମାନଙ୍କ ସହ ଜଡିତ ଅନେକ କଥା ଜାଣିବାକୁ ସୁବବେଳେ ଉତ୍ସାହ ରଖିଥାନ୍ତି । ଟିନା ମଧ୍ୟ ନିଜ ବ୍ୟକ୍ତିଗତ ଏବଂ…

ସ୍ୱପ୍ନ ଦେଖିବ ତ ଏମିତି! IPS ହେବା ପରେ ବି ସନ୍ତୁଷ୍ଟ ନ ଥିଲେ ମହିଳା ଅଫିସର, ପୁଣିଥରେ ୟୁପିଏସ୍‌ସି ଦେଇ ବନିଗଲେ IAS

ପ୍ରକାଶ ପାଇଛି ୟୁପିଏସ୍‌ସି ସିଭିଲ ସେବା ପରୀକ୍ଷା ୨୦୨୨ର ଫଳ। ରେଜଲ୍ଟ ବାହାରିବା ପରେ ର‍୍ୟାଙ୍କ ଧାରୀଙ୍କ ପ୍ରେରଣାଦାୟୀ କାହାଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ସେହିଭଳି ଏକ କାହାଣୀ ବିହାର ୟୁପିଏସ୍‌ସିର ଆଶାୟୀ ପ୍ରାର୍ଥୀ ଦିବ୍ୟଶକ୍ତିଙ୍କର, ଯିଏ ଲଗାତାର ଦୁଇଥର ପରୀକ୍ଷାରେ ସଫଳତା ଅର୍ଜନ…

ନିଜ ବାହାଘରରେ ଧୁମ୍‌ ନାଚିଛନ୍ତି ଆଇଏଏସ୍‌ ଟିନା ଡାବି, IAS ଭଉଣୀ ରିୟା ସେୟାର କଲେ ଭିଡିଓ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଇଏଏସ୍‌ ଟିନା ଡାବି ଓ ପ୍ରଦୀପ ଗଓ୍ଵାଣ୍ଡେ। ଇତି ମଧ୍ୟରେ ଟିନାଙ୍କର ଆଇଏଏସ୍‌ ଭଉଣୀ ରିୟା ଡାବି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ଟିନାଙ୍କ ବିବାହ, ମେହେନ୍ଦି, ସଙ୍ଗୀତ ସେରମନିର ଝଲକ ଦେଖିବାକୁ ମିଳିଥିଲା। ଏହି ଭିଡିଓରେ…

କଳାବଜାରୀର ପର୍ଦ୍ଦାଫାଶ କରିବା ପାଇଁ ଅଫିସର ହେଲେ ଚାଷୀ, ଶେଷରେ ଠକଙ୍କୁ ଧରିଲେ

ଜଣେ ଆଇଏଏସ୍ ଅଫିସର କଳାବଜାରୀକୁ ରୋକିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଲେ । ଚାଷ କାମରେ ହେଉଥିବା ଠକାମିର ପର୍ଦ୍ଦାଫାଶ କରିବା ପାଇଁ ଅଫିସରରୁ ହେଲେ ଚାଷୀ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପ୍ରକୃତରେ ଦୋକାନରେ ଚାଷୀଙ୍କ ସହ ଯେଉଁଭଳି ଧୋକା ହେଉଛି , କିପରି ଠକାମିର…

IAS ଅଫିସର ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ବ

ଭୁବନେଶ୍ବର(କେନ୍ଯୁଜ୍): IAS ଅଫିସର ସ୍ତରରେ ଅଦଳବଦଳ । ବିଶାଲ ଦେବଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ । ସେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ସଚିବ ଥିଲେ। ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ। ସେ ଅର୍ଥ ବିଭାଗ ସଚିବ ଥିଲେ। ସେହିପରି ପଞ୍ଚାୟତିରାଜ…

ଏଟିଏମ୍‌ ଅଫିସ ଭିତରେ ପଢୁଥିଲେ ସିକ୍ୟୁରିଟି ଗାର୍ଡ, ସୋସିଆଲ ମିଡିଆରେ ହେଲେ ଭାଇରାଲ

ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଅଛି ଯାହା ଭାଇରାଲ ହୋଇଥାଏ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। କିଛି ଭିଡିଓ ମଜ୍ଜାଳିଆ ମଧ୍ୟ ଥାଏ। ତ’ ଅନ୍ୟ କିଛି ସମାଜ ପାଇଁ ଶିକ୍ଷଣୀୟ ହୋଇଥାଏ। ଏବେ ଆମେ ସେମିତି କିଛି ପୋଷ୍ଟ ସଂପର୍କରେ କହିବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ…

ଛାଡ଼ପତ୍ରର ପ୍ରକୃତ କାରଣ କଣ? IAS ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଏହି ପ୍ରଶ୍ନ, ଯାହାର ଉତ୍ତର କେହି ଦେଇପାରିନଥିଲେ

ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ଖୁବ ଟଫ୍‌ ହୋଇଥାଏ। ମାତ୍ର ଏହି ପରୀକ୍ଷା ପାସ କରିବା ପରେ ହିଁ ଜଣେ ଅଫିସର ହୋଇଥାଏ।ତେବେ କେବଳ ଲିଖିତ ପରୀକ୍ଷା ନୁହେଁ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ମଧ୍ୟ ପାସ କରିବା ଜରୁରୀ ହୋଇଥାଏ। ୟୁପିଏସସିରେ ଏହି ପ୍ରଶ୍ନ ଖୁବ ଚର୍ଚ୍ଚାରେ…

IAS ଅଫିସର ହେବାକୁ ଛାଡ଼ିଥିଲେ ରେଲୱେ ଚାକିରି, ଆସନ୍ତୁ ଜାଣିବା କେତେ ସଂଘର୍ଷମୟ ଥିଲା ଅଭିଷେକ ସରାଫଙ୍କ ଯାତ୍ରା

ଆଇଏଏସ୍‌ ପରୀକ୍ଷାରେ ସଫଳ ହେବା ସମସ୍ତ ଭାଗ୍ୟରେ ନଥାଏ। ଏଥିପାଇଁ ରାତି ରାତି ଅନିଦ୍ରା ହେବାକୁ ପଡ଼ିଥାଏ। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ହିଁ ଜଣେ ପ୍ରଶାସନିକ ଅଧିକାରୀ ହୋଇଥାଏ। ଅଦମ୍ୟ ଇଚ୍ଛା ଶକ୍ତି ତଥା ନିଷ୍ଠା ବଳରେ ଆଇଏଏସ୍‌ ଅଫିସର ହୋଇଥିବା ସେଭଳି ଜଣେ ବ୍ୟକ୍ତିତ୍ୱ…