ଘର ଆଗରେ ହୁତୁ ହୁତୁ ହୋଇ ଜଳିଗଲା କାର, କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ

ହୁତୁ ହୁତୁ ହୋଇ ଜଳିଗଲା କାର । ରାତି ଅଧରେ ଘର ଆଗରେ ଥିବା କାରରେ ଅଗ୍ନିକାଣ୍ଡ । କୋରାପୁଟ ସହରର ବନବାସୀ କଲୋନୀର ଘଟଣା । ଗୋଟିଏ କାରରେ ନିଆଁ ଲାଗିଥିବା ବେଳେ ପାଖରେ ଥିବା ଆଉ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି ।

କୋରାପୁଟ (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା କାର । ରାତି ଅଧରେ ଘର ଆଗରେ ଥିବା କାରରେ ଅଗ୍ନିକାଣ୍ଡ । କୋରାପୁଟ ସହରର ବନବାସୀ କଲୋନୀର ଘଟଣା । ଗୋଟିଏ କାରରେ ନିଆଁ ଲାଗିଥିବା ବେଳେ ପାଖରେ ଥିବା ଆଉ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଛନ୍ତି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ କାରରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛି ପୋଲିସ୍ । ଘଟଣାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.