ଭୁବନେଶ୍ବରର ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡାରେ ଚଢାଉ,୧୩ ଜଣଙ୍କୁ ଗିରଫ ସହ ୩ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ ହୋଟେଲରେ ଚାଲିଥିବା ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡା ଉପରେ ଚଢାଉ । ଲକ୍ଷ୍ମୀସାଗର ଥାନା, ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡର ମିଳିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି ।

୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କଠାରୁ ୨ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ବିପୁଳ ପରିମାଣର ମଦ, ୧୮ଟି ମୋବାଇଲ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.