ଚନ୍ଦକା ଡିଭିଜନରୁ ଆହତ କଲରାପତରିଆ ବାଘ ଉଦ୍ଧାର

ଚନ୍ଦକା ଡିଭିଜନରୁ ଆହତ ଅବସ୍ଥାରେ କଲରାପତରିଆ ବାଘ ଉଦ୍ଧାର । ମହାନଦୀ ଡିଭିଜନ୍ କର୍ମଚାରୀଙ୍କ ସହାୟତାରେ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି ।

ଚନ୍ଦକା ଡିଭିଜନରୁ ଆହତ ଅବସ୍ଥାରେ କଲରାପତରିଆ ବାଘ ଉଦ୍ଧାର । ମହାନଦୀ ଡିଭିଜନ୍ କର୍ମଚାରୀଙ୍କ ସହାୟତାରେ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି । ଆହତ ବାଘର ଚିକିତ୍ସା କରୁଛନ୍ତି ଓୟୁଏଟିର ସ୍ବତନ୍ତ୍ର ଟିମ୍ । ଏନେଇ ସୋସିଆଲ ମିଡିଆ ‘X’ରେ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.